କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଯାଇଛି ୩ ଜଣଙ୍କ ଜୀବନ । ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏକ ବାଇକରେ ୩ ଜଣ ବ୍ୟକ୍ତି ଆସିଥିଲେ । ହଠାତ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ୩ ବାଇକ ଆରୋହୀଙ୍କ ଜୀବନ ଚାଲିଥ ଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ ।
BREAKING NEWS
- Movie Marathon: ବର୍ଷକରେ ଦେଖିଲେ ୧୨ଶହ ଫିଲ୍ମ, ୬୦ ବର୍ଷୀୟ ଆମେରିକୀୟଙ୍କ ରେକର୍ଡ
- Car sales hit monthly record: ଅକ୍ଟୋବର ମାସରେ କାର୍ ବିକ୍ରିର ରେକର୍ଡ;ପ୍ରଥମଥର ପାଇଁ ୫ ଲକ୍ଷ ଅତିକ୍ରମ
- ରଣଜୀ ଟ୍ରଫି: ପ୍ରଥମ ଦିନ ଝାରଖଣ୍ଡର ବ୍ୟାଟିଂ ବିପର୍ୟ୍ୟୟ
- ‘ବିମାନରେ ଯାତ୍ରା କରନ୍ତୁ ନାହିଁ’: ୭୦୦ ପ୍ରତିଶତ ଭଡ଼ା ବୃଦ୍ଧି ପିଟିସନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ
- ରଣଜୀ ଟ୍ରଫିରେ ହର୍ଷ ଦୁବେଙ୍କ କମାଲ: ଗୋଟିଏ ଇନିଂସରେ ନେଲେ ୯ ୱିକେଟ
- ୨୦୦ କୋଟିର ବଟି ଆଦାୟ ମାମଲା, ପୁଣି ନୋରାଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ୍
- Bombay Hight Court On Imran: ପ୍ରତିଶ୍ରୁତି ନୁହେଁ, ନିସର୍ତ୍ତ କ୍ଷମାପ୍ରାର୍ଥନା କର ଇମ୍ରାନ
- ବୈଭବଙ୍କ ପ୍ରତିଭାକୁ ବରବାଦ କରୁଛି ଟିମ୍ ଇଣ୍ଡିଆ ?
- ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ା ଓ କଳାହାଣ୍ଡିରେ ବନ୍ଦ ରହିବ ସ୍କୁଲ
- ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ
Comments are closed.