Latest Odisha News

BREAKING NEWS

୨ ଦିନ ମଧ୍ୟରେ ଓଡିଶାରେ ଶୀତ ଆରମ୍ଭ !

ଭୁବନେଶ୍ୱର: ନିକଟରେ ଓଡିଶାରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଏବେ ଛାଡିଯାଇଥିବା ବେଳେ ଧିରେଧିରେ ଶୀତର ଆଗମନ ହେଉଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି ।

ପାଣିପାଗ ବିଭାଗର ଡ୍ୟୁଟି ଅଫିସର ମଦନ ମୋହନ ଦାସ ଏନେଇ ସୂଚନା ଦେଇ କହିଛନ୍ତି, “ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହେବ । ଏପରିକି ହିମାଳୟୀ ଶ୍ରେଣୀରୁ ଆସୁଥିବା କେହଲା ପବନ ଦୁଇରୁ ତିନି ଦିନ ମଧ୍ୟରେ ଓଡିଶା ଛୁଇଁବ । ଯାହାଫଳରେ ଦିନ ଓ ରାତ୍ରୀର ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଘଟିବ” ।

Leave A Reply

Your email address will not be published.