Latest Odisha News

BREAKING NEWS

Browsing Tag

winter

ମାଘରେ ନାହିଁ ଶୀତ, ରାଜ୍ୟର ୭ଟି ସ୍ଥାନରେ ୩୨ ଟପିଲା ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବି ଶୀତ ନାହିଁ । ରାଜ୍ୟରେ ଏବେ ଭୋରରେ କୁହୁଡ଼ି ଲାଗି ରହୁଥିବା ବେଳେ ଦିନ ବେଳା ଗରମ ଅନୁଭୂତ ହେଉଛି । ଯେମିତି ଲାଗୁଛି ମାର୍ଚ୍ଚ ଅଧା ହେଲାଣି । ଶୀତ ସରି ନଥିବା ବେଳେ ରାଜ୍ୟରେ ଦିନ ତାପମାତ୍ରାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଇଛି ।…

କମୁଛି ଶୀତ, ୩ ଦିନ ଘନ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର: ମଧ୍ୟ ଭାରତରେ ସକ୍ରିୟ ରହିଥିବା ଗୁରୁଚାପ ବଳୟ ଏବେ ପୂର୍ବ ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଛି । ଫଳରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବା ସହ ଶୀତ କମୁଛି । ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ସହିତ ଆସନ୍ତା ୩ ଦିନ ରାଜ୍ୟର କିଛି…

ଘନକେଶ ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ…

କେଶ ଝଡ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ  । ଏପରିକି ବଦଳୁଥିବା ଜୀବନଶୈଳୀ ମଧ୍ୟରେ ପାଠପଢ଼ା ନସରୁଣୁ କେଶ ଝଡ଼ିବା ଆରମ୍ଭ ହୋଇଯାଉଛି  । ତେବେ କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି  । ଅଧିକ ମାନସିକ ଚାପ, ହେଲ୍‌ମେଟ୍‌ ବା ଟୋପି ପିନ୍ଧିବା, କୌଣସି ଔଷଧର କୁପ୍ରଭାବ କେଶ ଝଡ଼ିବା ପାଇଁ…

ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ କନ୍ଧମାଳର ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା…

ଆଜିଠୁ ବଢିବ ଶୀତ, ଥରିବ ରାଜ୍ୟ

ଭୁବନେଶ୍ୱର: ଧୀରେଧୀରେ ଫେରୁଛି ଶୀତ । ଥରିବ ରାଜ୍ୟ । ରାଜ୍ୟକୁ ଶୀତ ଫେରିବା ଆରମ୍ଭ କଲାଣି। ଗତକାଲି ରାତିରେ ଝାରସୁଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଥିଲା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଶୀତ ବଢିବ। ଝାରସୁଗୁଡ଼ାଠାରେ ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ଥିବା ଜଣାଯାଇଛି ।…

ବଙ୍ଗୋପସାଗରରେ କାଲି ଲଘୁଚାପ, ୨ ଦିନ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଆସନ୍ତାକାଲି ୧୫ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଆଉ ଏକ ଲଘୁଚାପ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗର ଆକଳନ…

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ । ୪ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ୫ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା…

୨୪ ଘଣ୍ଟାରେ ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଲାଗି ରହିବ ଶୁଖିଲା ପାଗ, ଆହୁରି ଖସିବ ପାରଦ, ବଢ଼ିବ ଶୀତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଆଉ ୨ରୁ ୩ ଡିଗ୍ରୀ ଖସିବା ସହ ଶୀତ ବଢ଼ିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ଠାରୁ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ…

ବଙ୍ଗୋପସାଗରରେ ଅବପାତ, ୨ ଦିନ ଦକ୍ଷିଣ ଓଡ଼ିଶାର ଏହି ସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ରବିବାର ରାଜ୍ୟର ୧୨ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳର ଘୁ. ଉଦୟଗିରି ସହ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ସାରା ରାଜ୍ୟରେ ଶୀତ…