ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ଯୋଗେ ସୂଚନା ଦେଇଛି ଆଇଏମଡି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେବ। ଏନେଇ ପାଗ ଅନୁକୂଳ ଥିବା ବେଳେ ଅନେକ ସ୍ଥାନରେ ତାତିରୁ ଆଶ୍ବସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି ।
BREAKING NEWS
- Messi Event Chaos ମେସି ବିଭ୍ରାଟ: ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଦେଲେ ଇସ୍ତଫା
- ଧନୁସଂକ୍ରାନ୍ତିରେ ମହାପ୍ରଭୁ ଖାଇଲେ ପହିଲିଭୋଗ, ବାପ ଘର ଗଲେ ମା’ ମହାଲକ୍ଷ୍ମୀ
- ସରକାରୀ ପାଣ୍ଠିର ଅପବ୍ୟବହାର; କନିଷ୍ଠ ଯନ୍ତ୍ରୀ ଗିରଫ
- ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ଲୁଣର ଦାନାଠାରୁ ଛୋଟ ମାଇକ୍ରୋ ରୋବଟ
- IPL ନିଲାମ ତାଲିକାରେ ୨ ଓଡ଼ିଆ, ଉଭୟଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ
- Vijay Diwas 2025: ଆଜି ଭାରତ ପାଳୁଛି ବିଜୟ ଦିବସ,ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ
- ବିଜୟ ହଜାରେ ଟ୍ରଫି: ଓଡିଶା ଦଳରେ ୭ ନୂଆ ଖେଳାଳି
- Amit Shah: ୨୧ରେ ଓଡ଼ିଶା ଆସିବେ ଅମିତ ଶାହ !
- ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ ;୩୮ ଦିନ ଖରା ଛୁଟି…
- Saudi Arabia: ସାଉଦି ଆରବ ମୃତ୍ୟୁଦଣ୍ଡର ରେକର୍ଡ ଭାଙ୍ଗିଲା, ଗୋଟିଏ ବର୍ଷରେ…
Comments are closed.