Latest Odisha News

ସେପ୍ଟେମ୍ୱରରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆପଣଙ୍କର ବ୍ୟାଙ୍କରେ କିଛିଗୁରୁତ୍ୱପୂର୍ଣ୍ଣ କାମ ରହିଛି କି? ତେବେ ତୁରନ୍ତ କାମଗୁଡ଼ିକ ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ସେପ୍ଟେମ୍ୱର ମାସରେ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ… 

୧ ସେପ୍ଟେମ୍ବର ୨୦୨୪- ରବିବାର

୪ ସେପ୍ଟେମ୍ବର ୨୦୨୪- ଶ୍ରୀମନ୍ତ ସଙ୍କରଦେବଙ୍କ ତିରୋବାଭ ତିଥି

୭ ସେପ୍ଟେମ୍ବର ୨୦୨୪ – ଗଣେଶ ପୂଜା

୮ ସେପ୍ଟେମ୍ବର ୨୦୨୪- ରବିବାର

୧୪ ସେପ୍ଟେମ୍ବର ୨୦୨୪ – ଦ୍ୱିତୀୟ ଶନିବାର

୧୫ ସେପ୍ଟେମ୍ବର ୨୦୨୪ – ରବିବାର

୧୬ ସେପ୍ଟେମ୍ବର ୨୦୨୪ – ବାରାୱାଫଟ୍

୧୭ ସେପ୍ଟେମ୍ବର ୨୦୨୪- ମିଲାଦ-ଓନ୍-ନାବି (ଗ୍ୟାଙ୍ଗଟକ)

୧୮ ସେପ୍ଟେମ୍ବର ୨୦୨୪- ପଙ୍ଗ-ଲାହାବସୋଲ (ଗାଙ୍ଗଟକ)

୨୦ ସେପ୍ଟେମ୍ବର ୨୦୨୪ ଇଦ୍-ଏ-ମିଲାଦ-ଉଲ-ନାବି

୨୧ ସେପ୍ଟେମ୍ବର ୨୦୨୪ – ଶ୍ରୀ ନାରାୟଣ ଗୁରୁ ସମାଧୀ ଦିବସ

୨୨ ସେପ୍ଟେମ୍ବର ୨୦୨୪ – ରବିବାର

୨୩ ସେପ୍ଟେମ୍ବର ୨୦୨୪ – ମହାରାଜା ହରି ସିଂଙ୍କ ଜନ୍ମ ବାର୍ଷିକୀ

୨୮ ସେପ୍ଟେମ୍ବର ୨୦୨୪ – ଚତୁର୍ଥ ଶନିବାର

୨୯ ସେପ୍ଟେମ୍ବର ୨୦୨୪ – ରବିବାର

Comments are closed.