Latest Odisha News

BREAKING NEWS

Browsing Tag

bank

ଏପ୍ରିଲ ମାସରେ ବ୍ୟାଙ୍କ ଯାଉଛନ୍ତି କି ? ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ…

ନୂଆଦିଲ୍ଲୀ : ଆପଣ ମାନେ ଜାଣନ୍ତି ଯେ, ପ୍ରତିମାସ ରିଜର୍ଭ ବ୍ୟାଙ୍କ ତରଫରୁ ଛୁଟି ତାଲିକା ପ୍ରକାଶ ପାଇଥାଏ । ଏନେଇ  ଏପ୍ରିଲ ମାସ ପାଇଁ  ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ତେବେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତେବେ…

ଜାନୁଆରୀରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ଖବର…

ନୂଆଦିଲ୍ଲୀ : ଡିସେମ୍ବର ସରିଯାଉଥିବା ବେଳେ ଆସୁଛି ନୂଆ ବର୍ଷ ଅବା ଜାନୁଆରୀ ମାସ । ଆସନ୍ତା ଜାନୁଆରିରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିପାରେ । ତେବେ ଆପଣଙ୍କର ଯଦି ବ୍ୟାଙ୍କ ସମ୍ବନ୍ଧିତ କୌଣସି କାମ ଅଧୁରା ରହିଛି ତାକୁ ଖୁବ୍‌ ଶୀଘ୍ର ପୂରା କରନ୍ତୁ । ଏହାରି ଭିତରେ ନୂଆ ବର୍ଷର ପ୍ରାରମ୍ଭରେ…

୫୦ ଡିଫଲ୍ଟରଙ୍କ ଏନପିଏ ୯୨,୫୭୦ କୋଟି ଟଙ୍କା, ତାଲିକାର ଶୀର୍ଷରେ ମେହୁଲ ଚୋକ୍ସିଙ୍କ ନାଁ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିନାହାଁନ୍ତି ୫୦ ଜଣ ଓ୍ୱିଲଫୁଲ୍ ଡିଫଲ୍ଟର । ସେମାନଙ୍କ ମୋଟ ୯୨ହଜାର ୫୭୦ କୋଟି ଟଙ୍କା ବକେୟା ରହିଛି । ଗତ ମାର୍ଚ୍ଚ ଶେଷ ସୁଦ୍ଧା ଏତେ ପରିମାଣରେ ଅର୍ଥ ଏନପିଏ ହୋଇଥିବା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗଓ୍ୱତ କରାଡ…

RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଖାତାରେ ଟଙ୍କା ଥିଲେ ବି ଉଠାଇ ପାରିବେନି

ମୁମ୍ବାଇ: ଦେଶରେ ବନ୍ଦ ହେବାକୁ ଯାଉଛି ଆଉ ଏକ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିର୍ଦ୍ଦେଶକୁ ପାଳନ ନକରିବା ଏହି ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆସନ୍ତା ସପ୍ତାହରୁ ପୁଣେର ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ହୋଇଯିବ । ଯଦି ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି ତ…

RBIର ଘୋଷଣା ପୂର୍ବରୁ ଏହି ବ୍ୟାଙ୍କ ସବୁ ବଢ଼ାଇଲେ ସୁଧହାର

ମୁମ୍ବାଇ: ଆହୁରି ମହଙ୍ଗା ହେବ ଋଣ । ମେ ମାସରେ ଆରବିଆଇର ଜରୁରୀ ଏମପିସି ବୈଠକ ପରେ ରେପୋ ରେଟ୍ ବଢ଼ିଥିଲା । ଏଥିସହ ସବୁ ବ୍ୟାଙ୍କ ସୁଧହାର ବଢ଼ାଇଥିଲେ । ପୁଣି ଚଳିତ ମାସରେ ରେପୋ ରେଟ୍ ବଢ଼ିବା ଆଶଙ୍କା କରାଯାଉଛି । ରେପୋ ରେଟ୍ ବଢ଼ିବା ପୂର୍ବରୁ କେତେକ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି…

“ଆଫଗାନିସ୍ତାନ ହାଲଚାଲ” ବ୍ୟାଙ୍କ ଓ ଏଟିଏମ୍ ସାମ୍ନାରେ ଲମ୍ବା ଧାଡି

ଭୁବନେଶ୍ୱର: ଆଫଗାନିସ୍ତାନର ନ୍ୟୁ କାବୁଲ୍ ବ୍ୟାଙ୍କ ଓ ଏଟିଏମ୍ ସାମ୍ନାରେ ଲାଗିଛି ଲମ୍ବା ଧାଡି । କିଛି ଏଭଳି ସ୍ଥିତି ଆଜି ସାମ୍ନାକୁ ଆସିଛି । ଦିନକୁ ଦିନ ଦେଶରେ ଦରବୃଦ୍ଧି ଲୋକଙ୍କ ପ୍ରମୁଖ ଚିନ୍ତା ବଢାଉଥିଲାବେଳେ ଅର୍ଥାଭାବ ଲୋକଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିପକାଇଛି । ପ୍ରାୟ…

ଆଜିଠୁ ୪ ଦିନ ଯାଏଁ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରାଯାଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ଵାରା ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ୨ ଦିନ ଥିଲେ ମଧ୍ୟ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ୧୩…

ବ୍ୟାଙ୍କରେ ଟଙ୍କା ଉଠାଣ ପାଇଁ ପହଂଚିଲା ମୃତକ

ପାଟନା: ବିହାରର ରାଜଧାନୀ ପାଟନାର ଏକ ଗାଁରେ ଚକିତର ଘଟଣା ସାମ୍ନାକୁ ଆସିଛି । ଟଙ୍କା ଉଠାଇବାକୁ ଜଣେ ମୃତ ବ୍ୟକ୍ତି ବ୍ୟାଙ୍କରେ ପହଂଚିଥିଲା । ଏପରି ଘଟଣା ବ୍ୟାଙ୍କ କର୍ମଚାରୀଙ୍କ ହୋସ୍ ଉଡାଇଥିଲାବଳେ ଏହା ପଛର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ସିଗରିୟାୱାଁ ଗାଁରେ ବାସିନ୍ଦା…

ସାରି ଦିଅନ୍ତୁ ଜରୁରୀ କାର୍ଯ୍ୟ; ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତା ଅଗଷ୍ଟ ମାସରେ ୧୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ମାସରେ ବିଭିନ୍ନ ଛୁଟି ଲାଗି ବ୍ୟାଙ୍କ ବନ୍ଦ ରହିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଜାଣନ୍ତୁ ତାଲିକା... ଇଦ୍ ଯୋଗୁ ଅଗଷ୍ଟ ପହିଲାରେ ବ୍ୟାଙ୍କ କାମ ବନ୍ଦ ରହିବ । ୨…

ଲକ୍ ଡାଉନ୍‌ର ମାଡ଼ ଉପରେ ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’ । ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଂଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା କରାଯାଉଥିବ । ଲକ୍ ଡାଉନ୍‌ର…