ସମ୍ବଲପୁର: ଜଳପୂର୍ଣ୍ଣ ହୋଇଛି ହୀରାକୁଦ ଡ୍ୟାମ୍ । ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ପାଣି ତାର ସର୍ବୋଚ୍ଚ କ୍ଷମତା ଛୁଇଁଛି । ହୀରାକୁଦ ଡ୍ୟାମ୍ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୧୨.୨୫ ଫୁଟରେ ପହଞ୍ଚିଛି । ଏଥିସହିତ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡକୁ ୫୬, ୩୯୨ ଘନ ଫୁଟ୍ ଜଳ ପ୍ରବେଶ କରୁଛି । ତେବେ ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ପୂରିବାରେ ଲାଗିଛି । ଏବେ ଏହାକୁ ନେଇ ଆଶଙ୍କା ଦେଖା ଦେଇଛି କି ପୁଣି ହୀରାକୁଦ ଗେଟ୍ ଖୋଲିପାରେ । ଏହା ଦ୍ବାରା ନଦୀ ନାଳରେ ଜଳସ୍ତର ବଢିପାରେ ।
BREAKING NEWS
- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଯାଇଥିଲା ତିରୁପତି ଲଡୁ
- ପରଲୋକରେ ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ
- ବାୟୁସେନାର ନୂଆ ମୁଖିଆ ହେଲେ ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ
- ‘ଅନୁସୂଚିତ ଜାତି ପାଇଁ ସବୁ ବେଳେ ଲଢିବ ବିଜେଡି’
- ଭିଜିଲାନ୍ସ ପଞ୍ଝା ଭିତରେ ପୁଣି ଆଉ ଏକ ଯନ୍ତ୍ରୀ, ଟଙ୍କାର ଗଦିରେ ଶୋଉଥିଲେ
- ପନ୍ତ, ଗିଲଙ୍କ ଶତକ: ବାଂଲାଦେଶ ସମ୍ମୁଖରେ ୫୧୫ ରନର ଲକ୍ଷ୍ୟ ରଖିଲା ଟିମ ଇଣ୍ଡିଆ
- ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର, ଟ୍ରାକରୁ ଖୋଲିଦେଲେ ଫିସ୍ ପ୍ଲେଟ୍
- ତେଜୁଛି ଭରତପୁର ଥାନାର ବିବାଦ: ରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ବିଜେଡି
- ନାଁ ଅପଡେଟ ପରେ କିପରି ଜାଣିବେ ଆପଣଙ୍କ ପ୍ୟାନ କାର୍ଡ ଷ୍ଟାଟସ …
- ଗାଭାସ୍କରଙ୍କ ୫୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ