Latest Odisha News

BREAKING NEWS

ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶି ଉପରେ ହେବ ଧନ ବର୍ଷା

ଭୁବନେଶ୍ବର:ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ଗରୁଡ,ପଦ୍ମ,ଶିବ, ଅଗ୍ନି ପୁରାଣରେ ମହାଶିବରାତ୍ରୀର ମହିମାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚଳିତ ବର୍ଷର ଶିବରାତ୍ରୀରେ ଶ୍ରବଣ ନକ୍ଷତ୍ର ସହ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ କିଛି ରାଶିର ଭାଗ୍ୟ ବଦଳିଯିବ ।

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟରେ ଉନ୍ନତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ- ଚାକିରିରେ ଶୁଭଫଳ ମିଳିବ । ନୂଆ କାମ ଆରମ୍ଭ କରିବେ ଓ ପଦନ୍ନୋତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବଓ ଶୁଭ ସମୟ ଆରମ୍ଭ ହେବ। ଚାକିରିରେ ଶୁଭ ଖବର ମିଳିବ। ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।

Comments are closed.