ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି (ଜାନୁଆରୀ ୮ ତାରିଖ) ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଜିଲ୍ଲା ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ନୋଟିସ ଜାରି ହୋଇଛି ।
ଭୁବନେଶ୍ୱର (ଅର୍ବାନ): ସକାଳ ୧୦ଟାରୁ ୧ ଟା
ବିଜେବି ନଗର, ଲୁଇସ ରୋଡ଼, ବିବେକାନନ୍ଦ ମାର୍ଗ, ରବି ଟକିଜ, ସରୁଗଡ଼ିଆ, କୋଟିତୀର୍ଥ, ଲିଙ୍ଗରାଜ ମନ୍ଦିର ଅଞ୍ଚଳ, ସରଦେଇପୁର, ସିଫା, ଲକ୍ଷ୍ମୀନାରାୟଣପୁର, ଗୁଡିଆ ପୋଖରୀ, ଶିଉଳା, ନବଟିଆ ପଟଶାଣୀପୁର
ସକାଳ ୯ ଟା ରୁ ୩ ଟା:
ଲକ୍ଷ୍ମୀସାଗର ଭିଲେଜ, ମୁସଲିମ ସାହି, ଫୁଲନଖରା
କଟକ (ରୁରାଲ):
ସକାଳ ୯ ଟା ରୁ ୧୨ ଟା:
ଆଠଗଡ଼ ଟାଉନ, କାନ୍ତୋଳ
ସକାଳ ୧୦ ଟାରୁ ୩ ଟା:
ନଖରା, ଶାଳ ଗାଁ ରେଳ ଷ୍ଟେସନ ଏରିଆ
ଅପରାହ୍ନ ୩ ଟାରୁ ୫ ଟା:
ଡିମିରି ଏରାଞ୍ଚ
ଢେଙ୍କାନାଳ: ସକାଳ ୮ ଟା ରୁ ୧ ଟା:
ଭୁବନ, କାମାକ୍ଷାନଗର, ହିନ୍ଦୋଳ ରୋଡ଼
Comments are closed.