Latest Odisha News

BREAKING NEWS

ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ ପଦକ

ଜାକର୍ତ୍ତା : ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଏସିଆନ ଗେମ୍ସର ସମ୍ମାନ ଜନକ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ଓଡ଼ିଶାର ଗର୍ବ ଓ ଗୌରବ ଦୂତି ବାହାରିନ, ଚୀନ ଓ କାଜାକସ୍ଥାନର ପ୍ରତିଦ୍ୱନ୍ଦୀମାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ମାତ୍ର କିଛି ସେକେଣ୍ଡରୁ ବଞ୍ଚିତ ହୋଇଛନ୍ତି ସ୍ୱର୍ଣ୍ଣ ପଦକରୁ ।

ତେବେ ଯାହାବି ହେଉ ଦୂତି ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିପାରିଛନ୍ତି ।

ଦୂତି ୨୦୦ ମିଟର ଦୌଡ଼ରେ କାଲି ପ୍ରତିଦ୍ୱିତା କରିବେ ।

Leave A Reply

Your email address will not be published.