ଭୁବନେଶ୍ବର: କମିଲା ସୁନା ଦାମ୍ । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୬୯୦ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୪୭,୩୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୨,୨୨୦ ଟଙ୍କା ରହିଥିଲା । ଆଜି ୧,୫୩୦ଟଙ୍କା କମ୍ ହୋଇଛି ।
ସେହିପରି ଗତକାଲି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୮,୭୦୦ଟଙ୍କା ରହିଥିଲା । ଆଜି ୧,୪୦୦ଟଙ୍କା କମ୍ ହୋଇ ସୁନାର ମୂଲ୍ୟ ୧,୪୭,୩୦୦ ଟଙ୍କାକୁ ପହଞ୍ଚିଛି ।
ସେହିପରି ଗତକାଲି ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୧,୬୭୦ଟଙ୍କା ରହିଥିଲା ।
ଆଜି ୧,୧୫୦ଟଙ୍କା କମ୍ ହୋଇ ସୁନାର ମୂଲ୍ୟ ୧,୨୦,୫୨୦ଟଙ୍କାକୁ ପହଞ୍ଚିଛି ।
ଏପଟେ ରୂପାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨,୯୦୦ଟଙ୍କା ରହିଛି । ଗତକାଲି ମଧ୍ୟ ରୂପାର ମୂଲ୍ୟ ୧୦ ଗ୍ରାମ ପିଛା ୨,୯୦୦ଟଙ୍କା ରହିଥିଲା । କିନ୍ତୁ ୧ ୧ ମାର୍ଚ୍ଚ ଦିନ ରୂପାର ମୂଲ୍ୟ ୧୦ ଗ୍ରାମ ପିଛା ୩,୦୦୦ଟଙ୍କା ରହିଥିଲା ।