ଭୁବନେଶ୍ୱର: ଆଜି ସୌଭିକ ବିଶ୍ୱାଳ ପ୍ରେସ ମିଟ କରି ବିଜେଡି ଉପରେ ବର୍ଷିଛନ୍ତି । ସେ ସିଧା ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି । ପ୍ରେସ ମିଟର ସେ କହିଥିଲେ କି ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ମୁଁ ସହ୍ୟ କରିପାରିବି ନାହିଁ । ଯଦି ଏଥିପାଇଁ ମୋତେ ଗୁଳି କଲେ ବି ତାହାକୁ ସାମ୍ନା କରିବି । କେବଳ ବାପାଙ୍କ ପାଇଁ ମୋତେ ବିଧାନସଭା ଯିବାକୁ ସୁଯୋଗ ମିଳିଛି । ମୋତେ ବିଜେଡି ନିଲମ୍ବନ ନ କରି ବହିଷ୍କାର କରିଥିଲେ ବେଶୀ ଖୁସି ହୋଇଥାନ୍ତି ।
ବାପାଙ୍କୁ ବହିଷ୍କାରର ୫ ଦିନ ପରେ ମୋତେ ନବୀନ ନିବାସରୁ ଡାକରା ଆସିଥିଲା । ଭାବିଥିଲି ମୋତେ ବାପାଙ୍କ ବାବଦରେ ଡାକି କିଛି କହିବେ ବୋଲି । ମାତ୍ର ମୋତେ ନିର୍ମାଲ୍ୟ ଛୁଆଁଇ ସଂତୃପ୍ତ ମିଶ୍ରଙ୍କୁ ଭୋଟ ଦେବାକୁ କହିଲେ । ମୁଁ ସିଧା ମନା କରିଥିଲି, ଏହି ନିଷ୍ପତ୍ତି ମୁଁ ନେଇପାରିବିନି, ବାପା ନେବେ ବୋଲି ସେ କହିଥିଲେ।
BREAKING NEWS
- MMDRକୁ ନେଇ ଗର୍ଜିଲା ବିଜେଡି: ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଲେ ସୁଜାତା, ଜବାବ ରଖିଲା ବିଜେପି
- Ukraine War: ହେବ ତ୍ରିପାକ୍ଷିକ ଆଲୋଚନା
- ଗଭୀର ଅବପାତ ଜନିତ ବର୍ଷା; ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
- ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ, ୨୮ରୁ ୩ ଦିନିଆ ଧର୍ମଘଟ
- Kitchen Habit : କୁକର୍ରୁ ବିଗିଡିପାରେ ସ୍ୱାସ୍ଥ୍ୟାବସ୍ଥା
- ୨୭୦୦ ଟଙ୍କାର ମେଡିସିନକୁ ୨୭ ହଜାର, ଦିବାଲୋକରେ ଲୁଟ୍ ବୋଲି କହିଲେ ସୁପ୍ରିମକୋର୍ଟ
- Impact of deep depression in Gajapati: ବର୍ଷା ବିତ୍ପାତ:ଭାଙ୍ଗିଲା ଘର,ଏହି ଜିଲ୍ଲାରେ ୩,୧୭୦ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
- Unique Village: ୫୦ ମିଟର ଉଚ୍ଚ ଗଛ ଉପରେ ଗାଁ! ମାଟିରେ ନୁହେଁ, ଗଛ ଉପରେ ରୁହନ୍ତି ଏହି ଜନଜାତି…
- BJP State In-Charge: ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ; ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣା ଦାୟିତ୍ବ, ୩୬ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ…
- SIRକୁ ନେଇ ନିର୍ବାଚନ କମିଳଶନରେ ମତଭେଦ: ବଡ଼ ଖଣ୍ଡପୀଠକୁ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Comments are closed.