Latest Odisha News

BREAKING NEWS

ବଦଳିଲା CRUTର ନାଁ, ଅନେକ ସହରରେ ଗଡିବ EV

ଭୁବନେଶ୍ବର: ‘କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ’କୁ ଏବେ ‘କମ୍ପ୍ରିହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ’ ଭାବରେ ନାମିତ କରାଯିବ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏଥିସହିତ ଆମ ବସ୍ ସେବା ବାରିପଦା, ଅନୁଗୁଳ, ଝାରସୁଗୁଡ଼ା ଏବଂ ବାଲେଶ୍ୱରରେ ମଧ୍ୟ ଚାଲିବ। କଟକ, ଭୁବନେଶ୍ୱର ଏବଂ ରାଉରକେଲାରେ ଅତି କମରେ ୧୦୦ଟି ନୂଆ EV ବସ୍ ଆସିବ। ସେହିପରି ସମ୍ବଲପୁର ଏବଂ ବ୍ରହ୍ମପୁରରେ ମଧ୍ୟ ୧୦୦ଟି EV ବସ୍ ଚଳାଚଳ କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ନଗର ଉନ୍ନୟନ ମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ ଆମ ବସ୍ ସେବା ସମ୍ପୂର୍ଣ୍ଣ ବିଦ୍ୟୁତ୍ ଚଳିତ (EV) ହେବ।

 

Leave A Reply

Your email address will not be published.