Latest Odisha News

BREAKING NEWS

NTA postpones CUET UG exam:CUET-UG ୨୦୨୬ ପରୀକ୍ଷା ହେଲା ସ୍ଥଗିତ;ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: CUET (UG) ୨୦୨୬ ପରୀକ୍ଷା ସମ୍ପର୍କରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। CUET (UG) ୨୦୨୬ର ଉଭୟ ସିଫ୍ଟ ପରୀକ୍ଷା ସ୍ଥଗିତ କରାଗଲା । ସଂଶୋଧିତ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି NTA ସୂଚନା ଦେଇଛି ।

ସୂଚନାଥାଉକି, ସରକାର ଇଦ୍‌-ଉଲ୍‌-ଜୁହା ପାଇଁ ଛୁଟି ତାରିଖରେ ପରିବର୍ତ୍ତନ କରିଛନ୍ତି। ତେଣୁ ଆସନ୍ତା ୨୮ରେ ହେବାକୁ ଥିବା CUET-UGର ଉଭୟ ସିଫ୍ଟ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Leave A Reply

Your email address will not be published.