ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ବାଜିମାତ କରିବାକୁ ବିଜେପି କରିଛି ମେଗା ପ୍ଲାନ୍ । ଏଥର ନିର୍ବାଚନ ପ୍ରଚାରରେ ସାମିଲ ହେବେ ବିଜେପିର ୨୪୦ ସାଂସଦ । ସେମାନେ ଘର ଘର ବୁଲି ମାଗିବେ ଭୋଟ । ବସ୍ତି ଅଂଚଳକୁ ଯାଇ ଲୋକଙ୍କ ସହ ମିଶିବେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ପାଇଁ କିଛି ଏଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ପାଇଁ ୨୪୦ ଜଣ ସାଂସଦଙ୍କୁ ନିୟୋଜିତ କରିଛନ୍ତି । ଏହି ସବୁ ସାଂସଦ ୪ ଦିନ ଯାଏ ଦିଲ୍ଳୀରେ ରହିବେ । ବିଜେପି ପାଇଁ ଏମାନେ ଭୋଟ ମାଗିବେ । ତେବେ ସବୁଠାରୁ ମଜାକଥା ହେଉଛି ଏହି ସବୁ ସାଂସଦ ବସ୍ତି ଅଂଚଳରେ ରହିବେ, ସେଠି ଖାଇବେ ଓ ଭୋଟ ମାଗିବେ ।
ଦିଲ୍ଳୀ ନିର୍ବାଚନ ପ୍ରଚାର ଆରମ୍ଭରୁ ହିଁ ବିଜେପି ତାର ସମସ୍ତ ମାଷ୍ଟର କାର୍ଡ ଖେଳିବା ଆରମ୍ଭ କରିଛି । ସବୁ ଅଚଂଳକୁ ଯାଇ ଷ୍ଟାର ନେତାମାନେ ପ୍ରଚାର ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ଷ୍ଟାର ନେତାମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି ।
BREAKING NEWS
- ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଘଟଣା; ଗିରଫ ହେଲେ ଜେଲ୍ ଅଧୀକ୍ଷକ
- ଅଭିଶପ୍ତ ଗଜଲ : ଇନ୍ସା-ଜୀ ଉଠୋ ଅବ୍ କୁଚ୍ କରୋ !
- Online betting fraud: ଅନଲାଇନ୍ ବେଟିଂ ଆପ୍ ରାକେଟର ପର୍ଦ୍ଦାଫାସ: ୩ ଗିରଫ,୭୮ ଏଟିଏମ୍ କାର୍ଡ ଜବତ
- ବ୍ରିକ୍ସ ଦେଶରେ ବଢୁଛି ‘ମେଡ୍ ଇନ୍ ଇଣ୍ଡିଆ’ର ଚାହିଦା: ଚୀନକୁ ଭାରତର ରପ୍ତାନି ୩୯ ପ୍ରତିଶତ ବୃଦ୍ଧି
- ରାହୁଲ ଗାନ୍ଧୀଙ୍କ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିମିକ୍ରି: ରାଜନୈତିକ ବୟାନବାଜି ଜୋର, ବିଜେପିର ତୀବ୍ର ନିନ୍ଦା
- ଖଣି ଆଇନ ସଂଶୋଧନ ପ୍ରସଙ୍ଗ: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
- ଭୁବନେଶ୍ୱରରେ ଅଭାବନୀୟ ଘଟଣା: ଧାର ନେଇଥିବା ୭ ଲକ୍ଷ ଟଙ୍କା ଫେରାଇଲେନି ସାଙ୍ଗ, ଜୀବନ ହାରିଲେ ଯୁବକ
- ହମିଦ ଅନସାରୀଙ୍କ ବୟାନ ଉପରେ ବର୍ଷିଲା ବିଜେପି; କହିଲା, ‘କଂଗ୍ରେସର ହିନ୍ଦୁ ବିରୋଧୀ ନୀତି ପଦାରେ ପଡ଼ିଲା’
- ୯ ଲକ୍ଷ ବଜେଟ୍, ୪୦ ଲକ୍ଷ ରୋଜଗାର: ରାମାନନ୍ଦ ସାଗରଙ୍କ ‘ରାମାୟଣ’ କିପରି ରଚିଥିଲା ଅର୍ଥନୈତିକ ଇତିହାସ
- ଟପ୍ ସିଙ୍ଗର ଥିଲେ, ତଥାପି ଲାଗିଲା ବ୍ୟାନ୍: ଜାଣନ୍ତୁ ୧୯୭୫ ମସିହାରେ କିଶୋର କୁମାରଙ୍କ ସହ କ’ଣ ଘଟିଥିଲା

Comments are closed.