ଭୁବନେଶ୍ୱର: ଏଣିକି ରଙ୍ଗ ରୁଟ୍ରେ ଗାଡି ଚଳାଇଲେ ହେବ ଚକା ଲିକ୍ । ରାସ୍ତାରେ ରଙ୍ଗ ରୁଟ୍ ଡ୍ରାଇଭିଂ ରୋକିବା ପାଇଁ ଲାଗିବ ସ୍ପାଇକ ବ୍ୟାରିଅର । ଏନେଇ କମିଶନରେଟ୍ ପୋଲିସ ନିଷ୍ପତି ନେଇଛନ୍ତି । କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ ଡ୍ରାଇଭିଂ ପଏଂଟ ରହିଛି । ସେଥିରୁ ଦ୍ୱେତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି । ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷା ମୂଳକ ଭାବେ ସ୍ପାଇକ୍ ବ୍ୟାରିଅର ଲଗାଯିବ । ପରେ ଅନ୍ୟ ସମସ୍ତ ସ୍ଥାନରେ ଏହା ଲଗାଯିବ ବୋଲି ନିଷ୍ପତି ହୋଇଛି ।
ପୂର୍ବରୁ ପୁଣେ, ହାଇଦ୍ରାବାଦ ଓ ନଏଡାରେ ସ୍ପାଇକ୍ ବ୍ୟାରିଅର ଲାଗାଯାଇଛି । ଏବେ ଭୁବନେଶ୍ୱର ଏବଂ କଟକରେ ଏହି ସ୍ପାଇକ୍ ବ୍ୟାରିଅର ଲଗାଯିବ । ଏହାଦ୍ୱାରା ରଙ୍ଗ ଡ୍ରାଇଭିଂ ରୋକାଯିବା ସହ ଦୁର୍ଘଟଣା କମିପାରିବ ବୋଲି କମିଶନରେଟ୍ ପୋଲିସ ସୂଚନା ଦେଇଛି ।
BREAKING NEWS
- ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧି
- ଗର୍ଜିଲେ ମୋଦୀ, ପଶ୍ଚିମବଙ୍ଗରେ ଦେଲେ ୫ ଗ୍ୟାରେଣ୍ଟି
- ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା
- ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଏୟାର ଆମ୍ବୁଲାନ୍ସ ନିୟୋଜିତ
- ରାତି ପାହିଲେ ନିର୍ବାଚନ, କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବୁଥକୁ ଗଲା ଇଭିଏମ୍
- କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘନ ଓଡିଶା ଗସ୍ତ, ପୁଣି ଆସୁଛନ୍ତି ମୋଦୀ, ଅମିତ୍ ଶାହା ଓ ଜେ.ପି ନଡ୍ଡା
- ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସୁରକ୍ଷା କଡାକଡି, ୧୭ ହଜାର ପୋଲିସ୍ ମୁତୟନ
- ୨୩୦ ରୁ ଅଧିକ ଆସନ ପାଇବ ନାହିଁ ବିଜେପି:ଅରବିନ୍ଦ କେଜ୍ରିୱାଲ
- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଏମ.ଏସ୍ ଭିପୁଲ୍ ଲିମିଟେଡର ସମ୍ପତ୍ତି ସଂଲଗ୍ନ କର
- ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ