Latest Odisha News

BREAKING NEWS

ପ୍ରେମରେ ସାର୍ଥକତା ଆଣିଦେବ ଏହିସବୁ ବାସ୍ତୁ ନିୟମ !

ଭୁବନେଶ୍ୱର: ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ । ଯେଉଁମାନେ ଏ ଯାଏଁ ପ୍ରେମରେ ପଡିନାହାନ୍ତି ବା ଏକା ଅଛନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଆଶା ଏବଂ ଅଜଣା ଭୟରେ କଟେ । ସଚ୍ଚା ପ୍ରେମ ଖୋଜି ପାଇବାର ଆଶା ଯେତିକି ଆମୋଦିତ କରେ ତାଠାରୁ ଅଧିକ ଆଶଙ୍କା ସୃଷ୍ଟି କରେ ବିଶ୍ବସ୍ଥ ଜୀବନ ସାଥୀଟିଏ ପାଇବା ନେଇ ।

Beautiful couple with nature.

ତେବେ ଆପଣ ଜାଣିଛନ୍ତି ବିଶ୍ବସ୍ଥ ଏବଂ ସଚ୍ଚା ପ୍ରମିକଟିଏ, ପ୍ରେମିକାଟିଏ ବା ଜୀବନ ସାଥୀଟିଏ ପାଇବା କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ଏକ ଅଦ୍ଭୁଦ ଏବଂ ଅଲୌକିକ ଭୂମିକା ରହିଛି ।

ଏଥିପାଇଁ ଆପଣଙ୍କୁ ନିମ୍ନୋକ୍ତ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ।

ଘରର ଦକ୍ଷିଣ ପଶ୍ଚିମ ଦିଗରେ କୌଣସି ମତେ ଶୌଚାଳୟ ବା ରୋଷେଇ ଘର ରଖିବେ ନାହିଁ ।

ଘରର ଦକ୍ଷିଣ-ପଶ୍ଚିମ ପଟର କାନ୍ଥକୁ କେବେବି ନାଲି ରଙ୍ଗ କରନ୍ତୁ ନାହିଁ ।

ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଟିଏ ଜୋଡି ଲଭ୍ ବାର୍ଡ ରଖନ୍ତୁ ।

ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ନୀଳ ରଙ୍ଗ ରଖନ୍ତୁ ନାହିଁ । ପ୍ରେମକୁ ବଢାଇବା ପାଇଁ ଏହା ଜରୁରୀ ।

ସମ୍ପର୍କରେ ସଚେତନତା ଆଣିବା ପାଇଁ ଘରର ପୂର୍ବ-ଦକ୍ଷିଣ ପୂର୍ବ ଦିଗକୁ ପରିଷ୍କାର ରଖନ୍ତୁ ।

Leave A Reply

Your email address will not be published.