ମୁମ୍ବାଇ: ରିଲିଜ ହୋଇଛି ଫିଲ୍ମ ‘ଭୂତ ପାର୍ଟ ୱାନ୍-ଦ ହଂଟେଡ୍ ସିପ୍’ର ଏକ ରୋମାଂଟିକ ଗୀତ । ଏଥିରେ ଭିକି କୌଶାଲ ଏବଂ ଭୂମି ପେଡ୍ନେକରଙ୍କ ରୋମାନ୍ସ ଦେଖବାକୁ ମିଳିଛି । ଗୀତକୁ ଗାଇଛନ୍ତି ଅଖିଲ ସଚଦେବ ଓ ମନଶୀଲ ଗୁଜରାଲ ।
କରନ୍ ଜୋହରଙ୍କ ପ୍ରଯୋଜନାରେ ତିଆରି ହରର ଫିଲ୍ମ ‘ଭୂତ’ର ନିର୍ଦ୍ଦେଶନା ଦେଇଛନ୍ତି ଭାନୁ ପ୍ରତାପ ସିଂହ । ଫିଲ୍ମର ଲିଡ୍ ରୋଲ୍ରେ ଅଛନ୍ତି ଭିକି କୌଶାଲ ଓ ଭୂମି ପେଡ୍ନେକର । ପ୍ରଥମ କରି ଏହି ଫିଲ୍ମରେ ଏ ଦୁହିଁଙ୍କ ଯୋଡି ଦେଖିବାକୁ ମିଳିବ । ଆସନ୍ତା ୨୧ ତାରିଖରେ ଫିଲ୍ମଟି ରିଲିଜ ହେବ।
BREAKING NEWS
- ଏ କି ପ୍ରକାର ନ୍ୟାୟ ! ବିନା ଦୋଷରେ ସଜା କାଟିଲେ ୨୨ ବର୍ଷ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…
- ଅଗଷ୍ଟ ୧୭ରୁ ଆରମ୍ଭ ହୋଇପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ: ସୀମା ନିର୍ଦ୍ଧାରଣ ଓ ମହିଳା ଆରକ୍ଷଣ ବିଲ୍ ଉପରେ ହୋଇପାରେ ଆଲୋଚନା
- ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଲକ୍ଷ୍ମଣ
- ଝାରସୁଗୁଡ଼ାରେ ହ୍ରାସ ପାଉଛି ଡେଙ୍ଗୁ ସଂକ୍ରମଣ: ସପ୍ତାହକୁ ୪ ଦିନ ‘ଡ୍ରାଏ ଡେ’ ପାଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ
- କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ଆଶାରେ ମିଚେଲ ଷ୍ଟାର୍କ
- ଭିଜିଲାନ୍ସ ଜାଲରେ ଫସିଲେ ଦୁଇ RTO କର୍ମଚାରୀ
- ସମ୍ପାଦକ ଦେବଜିତ ସାଇକିଆଙ୍କ ଅସୁସ୍ଥତା ଯୋଗୁଁ ସ୍ଥଗିତ ରହିଲା ବିସିସିଆଇର ସମୀକ୍ଷା ବୈଠକ
- ଆପଣଙ୍କ ନାମରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ଅଛି? ‘ସଞ୍ଚାର ସାଥୀ’ ପୋର୍ଟାଲ ଜରିଆରେ ଏମିତି କରନ୍ତୁ ଯାଞ୍ଚ
- ଭୁବନେଶ୍ୱର ଓ କଟକରୁ ୪୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ: ୪୨ ଜଣଙ୍କୁ କରାଗଲା ଦେଶାନ୍ତର
Comments are closed.