Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ସାହିତ୍ୟିକ କୁଳମଣୀ ସାମଲଙ୍କ ମୃତ୍ୟୁ

ଯାଜପୁର: ପ୍ରସିଦ୍ଧ ସାହିତ୍ୟିକ ତଥା ନାଟ୍ୟ ନିର୍ଦେଶକ କୁଳମଣୀ ସାମଲଙ୍କ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ତାଙ୍କ ଅସାମୟିକ ବିୟୋଗରେ ସାହିତ୍ୟିକ ଓ ପ୍ରଂଶସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୭ବର୍ଷ ହୋଇଥିଲା ।

ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖରେ ବାଲିଚନ୍ଦ୍ରପୁର ସ୍ଥିତ ବାହାଦୂର ନଗର ଠାରେ ହେବାକୁ ଥିବା ସ୍ୱପ୍ନେଶ୍ୱର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବର ସେ ପ୍ରସ୍ତୁତି କରୁଥିଲେ ।

Leave A Reply

Your email address will not be published.