Cyclone Akvan: ଅକଭାନ୍ ପାଇଁ ଟ୍ରେନ୍ ଚଳାଚଳରେ ସମୟ ପରିବର୍ତ୍ତନ କଲା ପୂର୍ବତଟ ରେଳପଥ; ବିଳମ୍ବରେ ଚାଲିବ ଏକ୍ସପ୍ରେସ୍ ଓ ମେମୁ
ଭୁବନେଶ୍ୱର :ରେଳ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଟ୍ରେନର ସମୟ, ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତଟ ରେଳପଥ । ବାତ୍ୟା ଅକଭାନ୍ କୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳରେ ସମୟ ପରିବର୍ତ୍ତନ କରିଛି ପୂର୍ବତଟ ରେଳପଥ । ଏଥିରେ ଦୁଇଟି ତାଲିକାରେ ମୋଟ ୨୩ଟି ଟ୍ରେନ୍ର ସମୟ ପୁନଃନିର୍ଦ୍ଧାରଣ ଓ ନିୟନ୍ତ୍ରଣ ସମ୍ପର୍କରେ ସୂଚନା ଦେଇଛି ପୂର୍ବତଟ ରେଳପଥ । ଏହି ପରିବର୍ତ୍ତନ ନଭେମ୍ବର ୧୯ ଓ ୨୦ରେ ଯାତ୍ରା କରିବାକୁ ଥିବା ନିର୍ଦ୍ଧାରିତ ଟ୍ରେନ୍ ଚଳାଚଳକୁ ପ୍ରଭାବିତ କରିବ ।
ଟ୍ରେନ୍ ନମ୍ବର ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ, ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ୍–ବିଶାଖାପାଟଣା ଏକ୍ସପ୍ରେସ୍ ଉଭୟ ନଭେମ୍ବର ୧୯ ଓ ୨୦ରେ ବାତିଲ୍ ରହିବ ।
ବିଳମ୍ବରେ ଚାଲିବ ଏକ୍ସପ୍ରେସ୍ ଓ ମେମୁ ଦେଖନ୍ତୁ ଲିଷ୍ଟ ।
IMPORTANT TRAVEL UPDATE
In view of Cyclonic Storm Akvan, several trains have been rescheduled to ensure safe and smooth train operations.
Passengers are advised to check the revised departure timings of their respective trains before commencing their journey and plan their travel accordingly.
Stay informed. Stay safe. Travel responsibly.
#EastCoastRailway #TrainUpdate #TravelAdvisory #CycloneAkvan @RailMinIndia
— East Coast Railway (@EastCoastRail) November 18, 2026
1) ୧୫୨୨୭ SMVB–MFP ଏକ୍ସପ୍ରେସ୍ – ୮ ଘଣ୍ଟା ବିଳମ୍ବ
2) ୧୮୦୪୬ CHZ–SHM ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ – ୭ ଘଣ୍ଟା ବିଳମ୍ବ
3) ୨୦୮୩୮ JNRD–BBS ସୁପରଫାଷ୍ଟ – ୭ ଘଣ୍ଟା ବିଳମ୍ବ
4) ୨୨୫୦୩ ବିବେକ ଏକ୍ସପ୍ରେସ୍ – ୫ ଘଣ୍ଟା ବିଳମ୍ବ
5) ୨୨୯୭୩ ଗାନ୍ଧୀଧାମ–ପୁରୀ ସୁପରଫାଷ୍ଟ – ମାର୍ଗରେ ନିୟନ୍ତ୍ରିତ
6) ୨୦୮୦୭ ବିଶାଖାପାଟଣା–ଅମୃତସର ହୀରାକୁଦ ଏକ୍ସପ୍ରେସ୍ – ୫ ଘଣ୍ଟା ୩୦ ମିନିଟ୍
7) ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ସ୍ପେଶାଲ – ୫ ଘଣ୍ଟା ବିଳମ୍ୱ
8) ୬୮୪୪୬ ପାରାଦୀପ–କଟକ ପାସେଞ୍ଜର
9) ୬୮୪୩୪ ଗୁଣୁପୁର–କଟକ ମେମୁ – ୩ ଘଣ୍ଟା ୩୦ ମିନିଟ ବିଳମ୍ବ
10) ୧୨୨୪୬ SMVB–HWH ଦୁରନ୍ତୋ – ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବ
11) ୧୨୭୦୪ SC–HWH ଫଲକନୁମା ଏକ୍ସପ୍ରେସ୍ – ୨ ଘଣ୍ଟା ବିଳମ୍ବ
12) ୬୮୪୨୦ ପାରାଦୀପ–ଭୁବନେଶ୍ୱର ମେମୁ
13) ୧୨୬୬୩ HWH–TPJ ସୁପରଫାଷ୍ଟ – ୮ ଘଣ୍ଟା.
14) ୨୦୮୪୧ ଭୁବନେଶ୍ୱର–ବିଶାଖାପାଟଣା ବନ୍ଦେ ଭାରତ – ୩ ଘଣ୍ଟା ୩୦ ମିନିଟ୍.
15) ୧୨୮୬୩ HWH–SMVB ସୁପରଫାଷ୍ଟ – ୩ ଘଣ୍ଟା ବିଳମ୍ବ .
16) ୧୮୪୬୩ ଭୁବନେଶ୍ୱର–ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ – ୩ ଘଣ୍ଟା ୩୦ ମିନିଟ ବିଳମ୍ବ .
17) ୧୮୦୪୭ SHM–VSG ଅମରାବତୀ ଏକ୍ସପ୍ରେସ୍ – ୩ ଘଣ୍ଟା.
18) ୧୮୧୧୭ ରାଉରକେଲା–ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍ – ୨ ଘଣ୍ଟା.
19) ୧୨୮୩୯ HWH–MAS ମେଲ୍ – ୨ ଘଣ୍ଟା ୩୦ ମିନିଟ୍.
20) ୨୨୬୪୪ PNBE–ERS ସୁପରଫାଷ୍ଟ – ୨ ଘଣ୍ଟା.
21) ୨୨୮୧୯ ଭୁବନେଶ୍ୱର–ବିଶାଖାପାଟଣା ଇଣ୍ଟରସିଟି – ୨ ଘଣ୍ଟା
22) ୧୫୬୪୬ SCL–CHZ ଏକ୍ସପ୍ରେସ୍ – ୧ ଘଣ୍ଟା.
23) ୦୮୦୪୫ SHM–CHZ ସ୍ପେଶାଲ