ମୁମ୍ବାଇ: ରିଲିଜ ହୋଇଛି ଆଗାମି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାନା ସାବଧାନ’ର ଆଉ ଏକ ନୂଆ ଗୀତ ‘ଉ ଲାଲା’ । ଗୀତରେ ଆୟୁଷ୍ମାନଙ୍କ ଡ୍ୟାନ୍ସ ସାଙ୍ଗକୁ ମସ୍ତି ଭରା ମୁଡ୍ ଦେଖିବାକୁ ମିଳିଛି । ପୁରା ଗୀତଟିକୁ ଟ୍ରେନ୍ ଭିତରେ ସୁଟିଂ କରାଯାଇଛି । ଏହି ଗୀତକୁ ଗାଇଛନ୍ତି ନେହା କକ୍କର, ସୋନୁ କକ୍କର ଏବଂ ଟୋନି କକ୍କର । ଏହାର ମୁ୍ୟଜିକ କମ୍ପୋଜ କରିଛନ୍ତି ତନିକ୍ସ ବାଗଚୀ ଓ ଟୋନି କକ୍କର ।
ହିତେଶ କୈବଲ୍ୟଙ୍କ ନିଦେ୍ର୍ଧଶନାରେ ତିଆରି ଏହି ଫିଲ୍ମ ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ । ଏହାର ଲିଡ୍ ରୋଲ୍ରେ ଆୟୁଷ୍ମାନ ଖୁରାନା ଥିବା ବେଳେ ତାଙ୍କ ଅପଜିଟ୍ରେ ଅଛନ୍ତି ନବାଗତା ଜିତେନ୍ଦ୍ର କୁମାର । ଅନ୍ୟ ପ୍ରମୁଖ ଭୂମିକାରେ ନୀନା ଗୁପ୍ତା, ଗଜରାଜ ରାଓ, ପଙ୍ଖୁଡି ଅୱସ୍ତି ଓ ନୀରଜ ସିଂହ ଅଛନ୍ତି । ଫିଲ୍ମଟି ଆସନ୍ତା ଶୁକ୍ରବାର ପରଦାକୁ ଆସିବ ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.