ମୁମ୍ବାଇ: ରିଲିଜ ହୋଇଛି ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ନୂଆ ଗୀତ ‘ଏକ ଜିନ୍ଦଗୀ’ । ଏହି ଗୀତରେ ଝିଅର ବିଦେଶରେ ଯାଇ ପାଠ ପଢ଼ିବା ସ୍ବପ୍ନକୁ ବାପା କିଭଳି ପୂରଣ କରିବାକୁ ଚେଷ୍ଟା କରୁଛି ତାହା ଦେଖିବାକୁ ମିଳିଛି । ଏହା ଏକ ଇମୋସନାଲ ଗୀତ । ଏହି ଗୀତକଟିକୁ ତନିସ୍କା ସଂଘବୀ ଗାଇଥିବା ବେଳେ ଏହାର ମ୍ୟୁଜିକ୍ କମ୍ପୋଜ କରିଛନ୍ତି ସଚିନ-ଜିଗର ।
ରିଲିଜ ହେବାର କିଛି ଘଂଟା ମଧ୍ୟରେ ଗୀତଟିକୁ ଦର୍ଶକେ ବେସ୍ ସନ୍ଦ କରିଛନ୍ତି । ହୋମି ଅଦଜାନିଆଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍ରେ ଇରଫାନ୍ ଖାନ୍ ଥିବା ବେଳେ ତାଙ୍କ ଅପଜିଟରେ ଅଛନ୍ତି କରୀନା କପୁର ଓ ରାଧିକା ମଦାନ । ଅନ୍ୟ ପ୍ରମୁଖ ଭୂମିକାରେ ପଙ୍କଜ ତ୍ରିପାଠୀ, କିକୁ ଶରଦ, ଡିମ୍ପଲ କପାଡିଆ ଅଛନ୍ତି । ମୁଭିଟି ଆସନ୍ତା ମାର୍ଚ୍ଚ ୧୩ରେ ରିଲିଜ ହେବ ।
BREAKING NEWS
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…
- ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- Attack on Airport:ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆଉ ଏକ ଆକ୍ରମଣ;ବିମାନବନ୍ଦରକୁ କରାଗଲା ଟାର୍ଗେଟ
- ଏହି ଦିନ କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ
- ସଚିନଙ୍କ ପୁଅଙ୍କ ସହ ଅନ୍ୟାୟ ! ୫୦ ୱିକେଟ୍ ନେବା ପରେ ମଧ୍ୟ ଅର୍ଜୁନଙ୍କୁ ଗୋଆ ଦଳରୁ କରାଗଲା ବାହାର

Comments are closed.