Latest Odisha News

ଇଣ୍ଡିଆନ-୨ ସେଟରେ ଦୁର୍ଘଟଣା; କମଳ ହାସନ, ଶଙ୍କରଙ୍କ ନାଁରେ ମାମଲା

ଚେନ୍ନାଇ: ଇଣ୍ଡିଆନ୍‌-୨ ସେଟ ଦୁର୍ଘଟଣାରେ ସ୍ଥାନୀୟ ପୋଲିସ କମଳ ହାସନ, ନିର୍ଦ୍ଦେଶକ ଶଙ୍କରଙ୍କ ସମେତ କ୍ରେନ ଅପରେଟରଙ୍କ ନାମରେ ଦାୟିତ୍ୱହୀନତା ମାମଲା ରୁଜୁ କରାଯାଇଛି । ଏହି ଦୁର୍ଘଟଣାରେ ଶ୍ରୀକୃଷ୍ଣ ମଧୁ ଓ ଚନ୍ଦ୍ରନ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।

ସେଟରେ ଯେ ହେତୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ସେମାନଙ୍କ ବିରୋଧରେ ୨୮୭, ୩୩୭ ଓ ୩୦ଏଏ ଧାରା ଅନୁସାରେ ମାମଲା ରୁଜୁ ହୋଇଛି । କମଳ ହାସନ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ଘୋଷଣା କରିଛନ୍ତି ।

Comments are closed.