ମୁମ୍ବାଇ: ରିଲିଜ ହୋଇଛି ଅପ୍କମିଂ ଫିଲ୍ମ ‘ସିର୍ କୋରମା’ର ଟ୍ରେଲର । ଏହାର ଲିଡ୍ ରୋଲ୍ରେ ସ୍ୱରା ଭାସ୍କର ଓ ଦିବ୍ୟା ଦତ୍ତା ଅଛନ୍ତି । ସମଲିଙ୍ଗି ସମ୍ପର୍କରେ ଏହି ଫିଲ୍ମର କାହାଣୀ ଆଧାରିତ ।
ଫରାଜ ଆରିଫ ଅନ୍ସାରୀଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମର କାହାଣୀ ଦୁଇ ଜଣ ଯୁବତୀ ସାୟରା ଓ ସିତାରାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ । ତେବେ ଘର ଦୁହିଁଙ୍କ ଏହି ସମ୍ପର୍କରୁ ଅନୁମତି ଦେଉ ନହାନ୍ତି । ଆଉ ଦୁହେଁ ନିଜ ସମ୍ପର୍କକୁ ନେଇ କିଭଳି ନିଜ ପରିବାର ଓ ସମାଜ ସଂଘର୍ଷ କରୁଛନ୍ତି ତାହା ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ସବାନା ଆଜ୍ମୀ ଅଛନ୍ତି । ନିକଟରେ ଆୟୋଜିତ ହେବାକୁ ଥିବା ଫିଲ୍ମ ଫେଷ୍ଟିଭାଲ୍ରେ ଏହି ସିନେମାକୁ ରିଲିଜ କରାଯିବ ।
BREAKING NEWS
- ଅଭିନବ ଉପାୟରେ କୋଟିଏ ଟଙ୍କାର ଟ୍ରକ୍ ଲୁଟୁଥିଲେ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍: ରାସ୍ତା ମଝିରୁ କାବୁ କଲା ପୋଲିସ
- ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କେଜ୍ରିୱାଲଙ୍କ ବିବାଦୀୟ ବୟାନ: “ସିଜେପି ବିକ୍ଷୋଭରେ ଲୋକେ ମୋଦୀଙ୍କୁ ପିଟିବାକୁ ଆସିଥିଲେ”
- ଖୋଲିଲା ମନ୍ଦିରା ଡ୍ୟାମ୍ର ୬ ଗେଟ,ଫୁଲୁଛି ବ୍ରାହ୍ମଣୀ;ବେଦବ୍ୟାସର ତ୍ରିବେଣୀ ସଙ୍ଗମରେ କଡ଼ା ସୁରକ୍ଷା ବ୍ୟବସ୍ଥା…
- ମମତା ବାନାର୍ଜୀଙ୍କୁ ପ୍ରବଳ ବିରୋଧ: ଗାଡ଼ି ଉପରକୁ ପଥର ମାଡ଼; ବିଜେପି ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
- GEN Zଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପରାମର୍ଶ
- ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍
- ବଜ୍ରାଘାତରେ ଚାଷୀ ମୃତ, ୩ ଗୁରୁତର
- ଯାଜପୁରରେ ଆତଙ୍କ ଖେଳାଇଲା AI ବାଘ, ବନ୍ଧାହେଲେ ଯୁବକ
- ଦେବଗଡ଼ରୁ ହାତୀର କଙ୍କାଳ ଉଦ୍ଧାର
- ୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଘାଟିତ

Comments are closed.