Latest Odisha News

BREAKING NEWS

ସନ୍ନି ଲିଓନିଙ୍କ ପିଠିରୁ ଉତୁରିଲା ଚମଡା! ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ପିଠିରୁ ଉତୁରିଲା ଚମଡା । ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏଭଳି କିଛି ଭିଡିଓ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି । ତେବେ ଏହା ପ୍ରକୃତରେ ନୁହେଁ । ଏକ ଫଟୋ ସୁଟ୍ ପାଇଁ ନିଜ ପିଠିରେ ସେ ଏଭଳି କିଛି ମେକ୍‌ଅପ୍ କରିଥିଲେ, ଯାହାକୁ ଦେଖିଲେ ତାଙ୍କ ପିଠିରୁ ଚମଡା ଉତୁରିଲା ଭଳି ଦେଖାଯାଏ ।

ସୋସିଆଲ ମିଡିଆର ସନ୍ନିଙ୍କ ଏଭଳି ମେକ୍‌ଅପ୍ ବେଳର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ମେକ୍‌ଅପ୍ ଆର୍ଟିଷ୍ଟ ସନ୍ନିଙ୍କ ପିଠିରେ କୁତ୍ରିମ ଚମଡା ଲଗାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ସନ୍ନି ନିଜେ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ସେୟାର୍ କରିଛନ୍ତି । ପଶୁ-ପକ୍ଷୀଙ୍କୁ କ୍ଷତି ନ ପହଂଚାଇବାକୁ ସେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.