ସମ୍ବଲପୁର: ଆଜି ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ଚେକିଂ ଜୋରଧାର ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟଲ ଉଲ୍ଲଂଘନ କାରୀଙ୍କ ଉପରେ ଜୋରଦାର ଚଢ଼ାଉ ହେଉଛି ଏବଂ ମୋଟା ଅଙ୍କର ଚାଲାଣ ମଧ୍ୟ କଟୁଛି ।
ଏହି କ୍ରମରେ ଆଜି ସମ୍ବଲପୁରର ଏକ ଡିଜେ ଗାଡିରୁ ୨୦ ହଜାର ୫ ଶହ ଟଙ୍କାର ଫାଇନ୍ ଆଦାୟ ହୋଇଛି । ପରମିଟ ନଥିବା ଯୋଗୁଁ ୧୦ ହଜାର ଚାଲାଣ କଟିଛି । ସେହିପରି ପଂଜିକରଣ ପାଇଁ ୫ ହଜାର, ଡିଏଲ୍ ପାଇଁ ୫ ହଜାର ଓ ସାଧାରଣ ଅପରାଧ ପାଇଁ ୫ଶହ ଟଙ୍କା ଚାଲାଣ କଟାଯାଇଥିବା ସୂଚନା ରହିଛି ।
BREAKING NEWS
- ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ଆସିୱା ଧମକପୂର୍ଣ୍ଣ କଲ୍
- ଏଣିକି ହ୍ୱାଟ୍ସଆପ୍, ଜିମେଲ୍ରେ ତଥ୍ୟ ଦିଆନିଆ କରିପାରିବେନି ସରକାରୀ କର୍ମଚାରୀ
- ଆମେରିକାର ବିଶେଷ ପର୍ବ ‘ଥ୍ୟାଙ୍କସ୍ ଗିଭିଙ୍ଗ’, ଲୋକେ ଖାଆନ୍ତି ‘ତୁର୍କି’
- ସଂସଦରେ କମ୍ପିବେ ଗାନ୍ଧୀ ପରିବାର: ମା’, ଭାଇଙ୍କ ପରେ ଏବେ ପ୍ରିୟଙ୍କା..
- ଓଡ଼ିଶାରେ ପୁଣି ବଢ଼ିବ କି ଆଳୁ ସଂକଟ? ସୀମାରେ ଅଟକିଲା ଗାଡି
- ଆଇନଗତ ଭାବେ ଅଲଗା ହେଲେ ଐଶ୍ୱର୍ଯ୍ୟା-ଧନୁଷ, ଛାଡପତ୍ରକୁ ମଞ୍ଜୁର କଲେ କୋର୍ଟ
- ବାଂଲାଦେଶରେ ବ୍ୟାନ ହେବ ଇସ୍କନ୍! ହାଇକୋର୍ଟରେ ଆବେଦନ କଲେ ଆର୍ଟର୍ଣ୍ଣି ଜେନେରାଲ
- ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ, ୩ ଗୁରୁତର
- ଧନୁଯାତ୍ରା ପାଇଁ ହେବ ନୂତନ କଂସ ଚୟନ, ସ୍ଥିର ହେଲା ତାରିଖ
- ଆଜି ବାତ୍ୟାର ରୂପ ନେବ ‘ଫେଙ୍ଗାଲ’
Comments are closed.