ଭୁବନେଶ୍ୱର: ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ପୋଲିସର ଧରପଗଡ ଜାରି ରହିଛି । ରାଜଧାନୀ ଭୁବନେଶ୍ୱରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ତେବେ ଆଜି ବିଏମ୍ସିର ଆଳିଆ ବୁହା ୨ ଗାଡିରୁ ୩୨ ହଜାର ୫ଶହ ଟଙ୍କାର ଫାଇନ୍ ଆଦାୟ ହୋଇଛି ।
ବୀମା, ପରମିଟ୍ ଓ ପଲ୍ୟୁସନ ପାଇଁ ଗୋଟିଏ ଗାଡିକୁ ୨୨ ହଜାର ଟଙ୍କା ପାଇନ ହୋଇଛି । ସେହିପରି ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ଅନ୍ୟ ଗାଡିଟିକୁ ୧୦ ହଜାର ୫ଶହ ଟଙ୍କାର ପୋଲିସ ଚାଲାଣ କାଟିଥିବା ସୂଚନା ମିଳିଛି ।
BREAKING NEWS
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
Comments are closed.