ମୁମ୍ବାଇ: ବରୁଣ ଧାୱନ ତାଙ୍କର ଆଗାମୀ ଫିଲ୍ମ କୁଲୀ ନମ୍ବର ୱାନ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ଶୁଟିଂ ଇତି ମଧ୍ୟରେ ଶେଷ ହୋଇଛି । ଏହି ଅବସରରେ ବରୁଣ ଜଣେ ମହିଳା କୁଲୀଙ୍କ ଫଟୋ ଶେୟାର କରିଛନ୍ତି । ତାଙ୍କୁ ପ୍ରଶଂସା କରିବା ସହ ସେ ଲେଖିଛନ୍ତି ଇଏ ହେଉଛନ୍ତି ପ୍ରକୃତ କୁଲି ନମ୍ବର ୱାନ ।
ଭାରତୀୟ ରେଳ ବାହିନୀରେ କାମ କରୁଥିବା ଏହି ମହିଳା କୁଲୀ ଜଣକ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍ ନୁହନ୍ତି । ମୁଁ ତାଙ୍କୁ ସମ୍ମାନ ଜଣାଇବା ସହ ନମସ୍କାର କରୁଛି ବୋଲି ବରୁଣ ଲେଖିଛନ୍ତି ।
BREAKING NEWS
- ଅର୍ଶଦୀପଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ
- ବିହାରରେ କାୟା ମେଲାଇଛି ଏଚଆଇଭି; ୪୦୦ରୁ ଉର୍ଦ୍ଧ୍ବ ପିଲା ସଂକ୍ରମିତ…
- ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ
- ଆମେରିକା କି ଚୀନ୍ ନୁହେଁ, ବରଂ ଏହି ଦେଶକୁ AIର ‘ଫ୍ୟୁଚର୍ ବାଦଶାହ’ କୁହାଯିବ.. ଜାଣନ୍ତୁ କାହିଁକି ଏପରି ଆକଳନ କରାଯାଇଛି?
- Indian Currency Cost: ଭାରତୀୟ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..
- IADWS: ଏବେ ଦିଲ୍ଲୀକୁ ଜଗିବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ
- ଟି୨୦ ବିଶ୍ୱକପ ୨୦୨୬ର ଟିକେଟ ବିକ୍ରି ଆରମ୍ଭ
- SIRର ଶେଷ ତାରିଖ ୧୪ ଦିନ ବୃଦ୍ଧି, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଦାଖଲ ହୋଇପାରିବ ଫର୍ମ
- ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ
- Liquor Seized From medicine shop: ଔଷଧ ଦୋକାନରୁ ବାହାରିଲା ମଦ, ଦୋକାନୀ ଅଟକ
Comments are closed.