ଅହମ୍ମଦାବାଦ: ଗୁଜରାଟର ଗିର ଜଙ୍ଗଲ ଏବେ ସିଂହଙ୍କ ପାଇଁ କବର ସାଜିଛି । ବିଧାନ ସଭାରେ ଜାରି ତଥ୍ୟ ଅନୁସାରେ ୨ ବର୍ଷ ମଧ୍ୟରେ ୨୬୧ ସିଂହ ଏଠାରେ ମୃତ୍ୟୁବରଣ କରିଛନ୍ତି । ୨୦୧୯ରେ ୧୪୮ ମୃତ୍ୟୁବରଣ କରିଥିଲେ । ଅପ୍ରାକୃତିକ କାରଣ ଯୋଗୁ ଏବଂ ଦୁର୍ଘଟଣାରେ ୧୧ ସିଂହ ଓ ୬ ଛୁଆଙ୍କ ଜୀବନ ଯାଇଥିଲା ।
ଚଳିତ ବର୍ଷ ବିଭିନ୍ନ ପଦକ୍ଷେପ ନିଆଯିବା ଫଳରେ ଏହି ସଂଖ୍ୟାରେ ହ୍ରାସ ଘଟିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣପତ ବାସୱା କହିଛନ୍ତି । ଜଙ୍ଗଲ ବାହାରକୁ ନ ଯିବା ପାଇଁ ଏହାର ଚାରିପଟେ ପାଚେରୀ ନିର୍ମାଣ କରାଯାଉଛି । ଗିର ଜଙ୍ଗଲ ମଧ୍ୟରେ ଏକ ପଶୁ ଡାକ୍ତରଖାନା ମଧ୍ୟ ଖୋଲାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
BREAKING NEWS
- Bangladesh Election 2026: ଭୋଟ ଦେଉଛନ୍ତି ବାଂଲାଦେଶବାସୀ, ଭୋଟ ବୟକଟ କରିବାକୁ ଆବେଦନ କରି ନିର୍ବାଚନକୁ ବେଆଇନ ବୋଲି କହିଲେ ହସିନାଙ୍କ ପୁଅ
- World-class Science City: ରାଜ୍ୟରେ ବିଶ୍ୱସ୍ତରୀୟ ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ଲୋଡ଼ିଲେ କେନ୍ଦ୍ରୀୟ ସହାୟତା
- Toshali National Crafts Mela: ୧୪ରୁ ତୋଷାଳି ମେଳା ଆରମ୍ଭ; ପ୍ରଥମଥର ପାଇଁ ଡ୍ରୋନ ଶୋ…
- Nationwide Strike: ଆଜି ‘ଭାରତ ବନ୍ଦ’: ‘ଆମ ବସ୍’ ଡିପୋରେ ତାଲା…ସକାଳ ୯ଟା ୩୦ ସୁଦ୍ଧା ଅଫିସ ଆସିବାକୁ ନିର୍ଦ୍ଦେଶ
- ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବ ପୁରାତନ ଛାତ୍ର ସଂସଦ ‘ବିଜେବି ଫ୍ରେଣ୍ଡସ୍’ର କର୍ମକର୍ତ୍ତା ନିର୍ବାଚନ
- ପିପିଲି କିନ୍ନର ମର୍ଡର ଘଟଣା: ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ
- ଅରୁଣ ଜେଟଲୀ ଷ୍ଟାଡିୟମରେ କିପରି ରହିଛି ଭାରତର ପ୍ରଦର୍ଶନ
- ନାମାଙ୍କନ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲା; କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି
- ଟ୍ରେଡ ଡିଲ ପରେ ବଦଳିଲା ଆମେରିକା ଚାଲ, ହଟାଇଲା ମ୍ୟାପ
- ସ୍କୁଲରେ ଆଖିବୁଜା ଗୁଳିମାଡ଼; ୨୨ ପିଲାଙ୍କ ସମେତ ୩୪ ମୃତ
Comments are closed.