ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ୪ ଜଣଙ୍କ ନାଁ ଘୋଷଣା କରିବା ପରେ ଏବେ ନଜର ବିଜେପି ଉପରେ । ତେବେ ବିଜେପି ପ୍ରାର୍ଥୀ ଘୋଷଣା କରିବ କି ନାହିଁ ସେ ନେଇ ସସ୍ପେନ୍ସ ଜାରି ରହିଛି । ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପ୍ରାର୍ଥୀ ଦେବା ନଦେବା ନେଇ ବିଜେପି ପାର୍ଲାମେଂଟାରୀ ବୋର୍ଡ ଏଯାଏଁ ନିଷ୍ପତି ନେଇନି ।
ତେବେ ପୃଥ୍ୱୀରାଜ କହିଛନ୍ତି, ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇ ନପାରେ । ତଥାପି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
BREAKING NEWS
- ବାଂଲାଦେଶରେ ପୁଣି ଆରମ୍ଭ ହେଲା ଆୱାମୀ ଲିଗ୍ କାର୍ଯ୍ୟକଳାପ, ନିଜ ଦେଶକୁ ଫେରିବେ କି ଶେଖ୍ ହାସିନା?
- ଭାରତ-ପାକିସ୍ତାନ ମ୍ୟାଚ ପରେ ବାଦ ପଡି ପାରନ୍ତି ବାବର, ଶାହୀନ
- ମଶାଣିରୁ ୫ ଶବ ଚୋରି; ଆର୍ନ୍ତଜାତୀୟ ରାକେଟଙ୍କ ହାତଥିବା ସନ୍ଦେହ
- ୩୦୦ ବର୍ଷ ପରେ ମହାଶିବରାତ୍ରିରେ ୧୨ ଶୁଭ ଯୋଗ;ଏହି ରାଶିମାନଙ୍କର ବଦଳିବ ଭାଗ୍ୟ
- ଅଯୋଗ୍ୟ ମୁଖିଆ; ପାକିସ୍ତାନର ଶୋଚନୀୟ ପରାଜୟ ପରେ ବର୍ଷିଲେ ସୋଏବ ଅଖତର
- ଏଲିଏନଙ୍କ ଉପସ୍ଥିତି ନେଇ ଓବାମାଙ୍କ ଦାବି, କିନ୍ତୁ ସେମାନଙ୍କୁ ଏରିଆ ୫୧ରେ ରଖାଯାଇନାହିଁ…
- ଚେକ୍ ବାଉନ୍ସ ମାମଲା; ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ
- ଏହି ହିନ୍ଦୁ ନେତା ତାରିକ ରହମାନଙ୍କ କ୍ୟାବିନେଟରେ ହେବେ ମନ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ…
- Wanted terrorists: ଜୈସ କମାଣ୍ଡରର ଲାଗିଲା ପୋଷ୍ଟର; ସାଧାରଣ ଲୋକଙ୍କଠାରୁ ସାହାଯ୍ୟ ଲୋଡିଲେ ପୋଲିସ
- ବଙ୍ଗଳାରେ ECIର ବଡ଼ କାର୍ଯ୍ୟାନୁଷ୍ଠାନ: ଦିଦିଙ୍କ ୭ ଜଣ ଅଧିକାରୀ ନିଲମ୍ବିତ, SIR ସହିତ ରହିଛିକି କନେକ୍ସନ?
Comments are closed.