ଲଣ୍ଡନ: ବ୍ରିଟେନର କ୍ଷୁଦ୍ରତମ ମହିଳାଙ୍କ ନାମ ହେଲା ଜର୍ଜିଆ ର୍ୟାନକିନ୍ । ତାଙ୍କ ବୟସ ୨୧ ବର୍ଷ ଏବଂ ଉଚ୍ଚତା ୨ ଫୁଟ ୭ ଇଂଚ । ଅନ୍ୟ ମଡେଲ ତୁଳନାରେ ତାଙ୍କ ଉଚ୍ଚତା କମ୍ ହେଲେ ମଧ୍ୟ ସେ ହୀନମନ୍ୟତାର ଶୀକାର ହୋଇ ନାହାନ୍ତି । ନିଜକୁ ଗ୍ଲାମରସ ଲୁକ୍ ଦେବା ସହ ସେ ସର୍ବଦା ଦୃଢ଼ ଆତ୍ମ ବିଶ୍ୱାସ ସହକାରେ ପ୍ରସ୍ତୁତ ହୋଇଥାନ୍ତି । ପିଲାବେଳେ ସେ ସର୍ବଦା ରୋଗୀଣା ରହୁଥିଲେ । ତାଙ୍କ ବାପା, ମାଆ ଝିଅ ନେଇ ମନଦୁଃଖରେ ରହିଥାନ୍ତି । ଏବେ କିନ୍ତୁ ସେମାନେ ମୋ ନେଇ ଗର୍ବ ଅନୁଭବ କରୁଛନ୍ତି ବୋଲି ଜର୍ଜିଆ କହିଛନ୍ତି ।
ୟୁଟୁ୍ୟବରେ ତାଙ୍କର ୭୦୦,୦୦୦ ଫଲୋର୍ସ । ଏଥିରୁ ଅନୁମାନ କରି ହେଉଥିବ ତାଙ୍କ ଭିଡିଓ ପାଇଁ କେତେ ପ୍ରଶଂସକ ଅପେକ୍ଷା କରି ରହୁଛନ୍ତି । ବର୍ତମାନ ଅନେକ ଫ୍ୟାଶନ ଇଣ୍ଡଷ୍ଟ୍ରି ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଜର୍ଜିଆଙ୍କ ବ୍ୟକ୍ତିତ୍ୱ ଅନେକଙ୍କୁ ପ୍ରଭାବିତ କରିଥାଏ । ସେ ଏବେ ଦିବ୍ୟାଙ୍ଗଙ୍କ ପାଇଁ ଆଦର୍ଶ ସାଜିଛନ୍ତି ।
BREAKING NEWS
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍
- Student Polls: ଜେନ୍-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!
- Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ

Comments are closed.