ବର୍ଣ୍ଣ: ସୁଇଜରଲାଣ୍ଡର ବର୍ଣ୍ଣ ଅଂଚଳରେ ପୃଥିବୀର ସବୁଠାରୁ ଅସୁନ୍ଦର ଓ ଭୟଙ୍କର ବିଲେଇ ରହୁଛି । ଏହାର ନାମ ହେଲା ଝେଣ୍ଡ୍ରମ । ୬ ବର୍ଷ ବୟସର ଏହି ବିଲେଇ ଦେଖିବାକୁ ଭୟଙ୍କର ହେଲେ ମଧ୍ୟ ପ୍ରକୃତରେ ନିରୀହ ଅଟେ । ଏହାର ମାଲିକ ୪୭ ବର୍ଷୀୟ ସାନ୍ଦ୍ରା ଫିଲିପ କିନ୍ତୁ ତାଙ୍କ ପୋଷା ବିଲେଇକୁ ବହୁତ ଭଲ ପାଇଥାନ୍ତି ।
ବିଲେଇର ଶରୀରରରେ କୌଣସି ରୁମ ନଥିବା ବେଳେ ଏହାର ଚାହାଣୀ ମନରେ ଭୀତି ସଂଚାର କରୁଛି । ଫିଲିପଙ୍କ ମତରେ ପ୍ରଥମ ଦିନରୁ ଏହି ବିଲେଇ ମୋତେ ଭଲ ଲାଗିଥିଲା । ଖେଳିବାକୁ ଓ ଗେହ୍ଲ ବେସର ହେବାକୁ ଝେଣ୍ଡ୍ରମ ବହୁତ ଭଲ ପାଏ ବୋଲି ସେ କହିଛନ୍ତି ।
BREAKING NEWS
- Sambalpur police encounter:ନିଶା ମାଫିଆକୁ ଏନକାଉଣ୍ଟର; ଦେଶୀ ବନ୍ଧୁକ ସହ ବିପୁଳ କଫ ସିରପ୍ ଜବତ
- Ajit Doval Career: ‘ଶେଷ ହୋଇଗଲା କ୍ୟାରିୟର୍…’, ଅଜିତ ଡୋଭାଲଙ୍କ ବଡ ଖୁଲାସା! ଯେତେବେଳେ ଭାରତୀୟ ଏଜେଣ୍ଟକୁ ଧରି ପକାଇଥିଲା ଚୀନ୍…
- BBSR Family Tragedy: ତୁରୀ, ମହୁରୀରେ କମ୍ପିଥାନ୍ତା, କାନ୍ଦ ବୋବାଳିରେ ଫାଟୁଛି; କେଡେ ନିଷ୍ଠୁର ଏ ଦଇବ! ଏକାସାଙ୍ଗରେ ପୁଅ-ଝିଅ, ଜ୍ବାଇଁ, ନାତି-ନାତୁଣୀ ସମସ୍ତଙ୍କୁ ନେଇଗଲା…
- Surama Padhy in Cape Town: ଦିବ୍ୟାଙ୍ଗଙ୍କ ପାଇଁ ସଂସଦ ହେଉ ଅଧିକ ସମାବେଶୀ; କେପ୍ଟାଉନ୍ରେ ଓଡ଼ିଶାର ଉଦାହରଣ ରଖିଲେ ବାଚସ୍ପତି ସୁରମା ପାଢ଼ୀ
- Odisha Silicon Valley: ନରାଜ ହେବ ଓଡ଼ିଶାର ‘ସିଲିକନ୍ ଭ୍ୟାଲି’; ସେମିକନ୍ ଇଣ୍ଡିଆରୁ ମିଳିଲା ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ
- Deepveer: ଦୀପିକା-ରଣଭୀରଙ୍କ ଘରେ ପୁଣି ଖୁସିର ଲହରୀ, ଘରେ ପଡିଲା ରାଧାରାଣୀଙ୍କ ପାଦ…
- Heavy Rain Alert: ୨୨ରେ ଗଭୀର ଅବପାତ! ଓଡ଼ିଶାରେ ପ୍ରବଳ ବର୍ଷିବ…ଆଗାମୀ ୩-୪ ଦିନ ଉପରେ ନଜର…
- Iran-US Talk: ଆମେରିକା ସହ ଆଲୋଚନା ପାଇଁ ଇରାନର ୭ ସର୍ତ୍ତ, ଟ୍ରମ୍ପ ନମାନିଲେ ‘ନିର୍ଣ୍ଣାୟକ ଯୁଦ୍ଧ’ ଧମକ!
- ସଙ୍କଟରେ ମକ୍କା ପ୍ରତିରକ୍ଷା ଚୁକ୍ତି: କାହାକୁ ଡରୁଛି ପାକିସ୍ତାନ?
- Illegal Arms Seizure:ବ୍ଲକିଂ ଓ ଯାଞ୍ଚ ବେଳେ ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର;୨ ଗିରଫ

Comments are closed.