ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରଙ୍ଗରେ ଆଜି ଗୃହରେ ହଙ୍ଗାମା ହୋଇଛି । ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିରେ ଅଛି ବୋଳି ରାଜ୍ୟ ସରକାର କେମିତି ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏଥିସହ କେଉଁ ପରିସ୍ଥିତିରେ ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ହେଲା । ହାଉସ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ ବୋଲ ନରସିଂହ କହିଛନ୍ତି । ଯଦି ତିରୁପତି ଟ୍ରଷ୍ଟ ଆଗୁଆ ଜାଣିପାରି ୟେସ୍ ବ୍ୟାଙ୍କରୁ ୧୩ଶହ କୋଟି ଟଙ୍କା ଉଠାଇବାରେ ସକ୍ଷମ ହେଲା, ତେବେ ଓଡ଼ିଶା ସରକାର କାହିଁକି ନୁହେଁ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
BREAKING NEWS
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଆତଙ୍କବାଦୀ’ କହିଲେ ମଲ୍ଲିକାର୍ଜୁନ ଖଡଗେ, ଦେଶବାସୀଙ୍କୁ କ୍ଷମା ମାଗିବାକୁ ଦାବି କଲା ବିଜେପି…
- କେଦାରନାଥ ମନ୍ଦିରରେ ମୋବାଇଲ୍ ବ୍ୟାନ, ଫଟୋ ଓ ରିଲ୍ସ…
- ପହଲଗାମ ଏବଂ ଉପତ୍ୟକାର ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ବୃଦ୍ଧି ପାଇଁ କ୍ୟୁଆର୍ କୋଡ୍…
- ହଙ୍ଗେରୀ ସୀମା ଭିତରକୁ ଆସିଲେ ନେତାନ୍ୟାହୁଙ୍କୁ ଗିରଫ କରାଯିବ: ପିଟର ମାଗ୍ୟାର
- ଭାରତ ମଧ୍ୟ ଋଣ ନିଏ କି… ଜାଣନ୍ତୁ କେଉଁ ଦେଶ ସବୁଠାରୁ ଅଧିକ ଋଣ ନିଏ?
- ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣା; ପ୍ରଧାନ ଶିକ୍ଷକ ନିଲମ୍ବିତ
- ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠାରୁ ପଡ଼ି ଓଡ଼ିଆ ଶ୍ରମିକ ମୃତ
- ମହିଳାଙ୍କୁ ଅଶ୍ଳୀଳ ମେସେଜ୍, ବଦଳିଲେ ଖଣ୍ଡପଡ଼ା ଏସ୍ଡିପିଓ
- ଶ୍ରେୟାଶ ଆୟାର ହୋଇ ପାରନ୍ତି ଟିମ ଇଣ୍ଡିଆର ନୂଆ ଅଧିନାୟକ
- Salary Twice A Month: କର୍ମଚାରୀଙ୍କୁ ମିଳିବ ମାସକୁ ଦୁଇ ଥର ଦରମା!
Comments are closed.