ବ୍ରହ୍ମପୁର: ବ୍ରହ୍ମପୁରରେ କରୋନା ଭୂତାଣୁକୁ ନେଇ ୧୪୪ ଧାରା ଜାରି ପରେ ଏବେ ସବୁ ସପିଂ ମଲ୍ ଓ ଶୋ’ ରୁମ୍କୁ ବନ୍ଦ କରାଯାଇଛି । ଏନେଇ ସୋମବାର ଗଂଜାମ ଜିଲ୍ଲା ପ୍ରଶାସନ ତଥା ବ୍ରହ୍ମପୁର ମ୍ୟୁନିସିପାଲଟି କର୍ପୋରେସନ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁର ପ୍ରମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳ ଅନ୍ନପୂର୍ଣ୍ଣା ବଜାର, ବଡ ବଜାର, ସାନ ବଜାର ଓ ମୟୂରୀ ଟାୱାରର ସମସ୍ତ ଶୋ ରୁମ୍କୁ ସଟର ବନ୍ଦ କରିବାକୁ କୁହାଯାଇଛି । ଏଥିସହ ଏକାଠି ୫ରୁ ଅଧିକ ଲୋକେ ନରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
BREAKING NEWS
- Capital Crime:ପୋଲିସ କେସ୍ ଦେବାରୁ ମହିଳାଙ୍କୁ ଖଣ୍ଡାରେ ହାଣିଦେଲେ
- ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ସସପେଣ୍ଡ୍; ଏହି ଘଟଣାକୁ ନେଇ ବିବାଦରେ ଥିଲେ…
- ଏଆଇ ନେଉଛି ଚାକିରି ଚର୍ଚ୍ଚା ଭିତରେ ଓପନ AIର ସିଇଓଙ୍କ ବୟାନ କଲା ଉତ୍ସାହିତ
- Firecracker Blast: ବାଣ ବିସ୍ଫୋରଣରେ ୩ ଗୁରୁତର; ଏସସିବି ସ୍ଥାନାନ୍ତର
- ଟି୨୦ ବିଶ୍ୱକପ : ଜିମ୍ବାୱେର ଏହି ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ହୋଇ ନାହାନ୍ତି ଆଉଟ
- ଦେଢ଼ କୋଟି ମୂଲ୍ୟରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ
- ୨୩ ଫେବୃଆରୀରୁ ଶନି ଏବଂ ମଙ୍ଗଳ ଏହି ୩ ରାଶିରେ ପ୍ରବେଶ କରିବେ, ଯାହା ବିପୁଳ ଆର୍ଥିକ କ୍ଷତିର ସଙ୍କେତ..
- ଆୟୋଜକ ଟିମକୁ ହରାଇ ଶୀର୍ଷରେ ରହିଲା ଜିମ୍ବାୱେ
- ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନ ଖାରଜ
- ମୋତେ ସମୟ ଦରକାର, ଦୟା ନୁହେଁ…ଜେଲରୁ ବାହାରିବା ପରେ ଏପରି କିଛି କହିଲେ ରାଜପାଲ ଯାଦବ…
Comments are closed.