ଭୁବନେଶ୍ୱର: ମାରାତ୍ମକ ଭୂତାଣୁ କରୋନା ମୁକାବିଲା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହେଷ୍ଟଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପିଜି କାଉଂସିଲ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଭାଇରସ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସଗୁଡିକୁ ବନ୍ଦ କରିବା ନେଇ ରେସିଡେଣ୍ଟସ କମିଟି ମିଟିଙ୍ଗରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଅଧକ୍ଷା ସବିତା ଆଚାର୍ଯ୍ୟ ।
ପୂର୍ବରୁ ୧୪ ତାରିଖରୁ ବିଶ୍ୱବିଦ୍ୟାଳୟର ଛାତ୍ରାବାସରୁ ଯେଉଁ ଛାତ୍ରଛାତ୍ରୀଙ୍କୁ ଯିବା ପାଇଁ ଚାଁହୁଛନ୍ତି ସେମାନେ ହଷ୍ଟେଲ ଛାଡି ଯାଇପାରିବା ନେଇ ବିଜ୍ଞପତି ପ୍ରକାଶ ପାଇଥିଲା ଜ୍ଝ ଏବଂ ଯେଉଁ ବିଭାଗ ଗୁଡିକର ମିଡ଼ ସେମିଷ୍ଟାର ରହିଛି, ସେସବୁ ଗୁଡିକର ୩୧ ମାର୍ଚ୍ଚ ପରେ ନିଷ୍ପତ୍ତି ନିଆଯିବ ।
BREAKING NEWS
- କାହିଁକି ପମ୍ବନ ବ୍ରିଜକୁ ନେଇ ବଢୁଛି ଲୋକଙ୍କ କ୍ରେଜ୍? ଜାଣନ୍ତୁ ଏହାର ବିଶେଷତା
- ଏଠାରେ ଗର୍ଭରେ ଥିବା ସନ୍ତାନକୁ ମଧ୍ୟ ମିଳେ ଜେଲ ଦଣ୍ଡ, ଜନ୍ମ ପରେ ଭଗନ୍ତି ଆଜୀବନ କାରାଦଣ୍ଡ
- ଓଲଟିଲା ବସ୍: ୧୦ ଯାତ୍ରୀ ମୃତ ,୩୦ ଆହତ
- ପୁଣି ବଢିବ ଆଳୁ ଦର !
- ଇଡି ଜାଲରେ ରାଜ କୁନ୍ଦ୍ରା-ଶିଳ୍ପା ସେଟ୍ଟୀ: ଘର ଓ କାର୍ଯ୍ୟାଳୟରେ ଚଢଉ
- ପୋଲିସକୁ ବଡ଼ ସଫଳତା: କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀ ଗିରଫ
- ଶୀତ ଦିନେ କେତେ ଜରୁରୀ ସନସ୍କ୍ରିନ୍?
- ସମ୍ଭଲ ମାମଲା: ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
- ଏବେ କ’ଣ କରିବେ ଶରଦ ପାଓ୍ବାର?
- କାହିଁକି ଭୁବନେଶ୍ବରରେ ଏକାଠି ହୋଇଛନ୍ତି ସବୁ ରାଜ୍ୟର ପୋଲିସ୍ ମୁଖିଆ?
Comments are closed.