ହିସାର: ଲୋକପ୍ରିୟତାର ଶିଖରରେ ଥିବା ହରିୟାଣାର ଡ୍ୟାନ୍ସି କୁଇନ ସପନା ଚୌଧୁରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସପନା ଇତି ମଧ୍ୟରେ ନିର୍ବନ୍ଧ ମଧ୍ୟ କରିସାରିଲେଣି । ତାଙ୍କ ମନର ମଣିଷ ନେଇ ସେ ମୁହଁ ଖୋଲି ନ ଥିଲେ ମଧ୍ୟ ହରିୟାଣା ଫିଲ୍ମର ସୁପରଷ୍ଟାର ବୀର ସାହୁଙ୍କୁ ସେ ବିବାହ କରିବେ ।
ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଭଲ ସମ୍ପର୍କ ରହିଛି ବୋଲି ଖବର ପ୍ରକାଶ ପାଇଛି । ବୀର ସାହୁ ଏକ ଜାଟ ପରିବାରରୁ ଆସିଛନ୍ତି । ସେ ଗାୟକ, ଲେଖକ ଓ କଳାକାର ଅଟନ୍ତି । ଥଡ୍ଡୀ ବଡ୍ଡୀ, ଗାନ୍ଧୀ ଫିର ଆ ଗୟା ଓ ଖଳନାୟକ ପରି ସଫଳ ଫିଲ୍ମରେ ସେ ଅଭିନୟ କରିଛନ୍ତି ।
BREAKING NEWS
- ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…
- OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ
- ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…
- ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
- ୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ
- ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…
- Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
- କୋହଲି, ରୋହିତ ନୁହେଁ ଏହି ଯୁବ ଖେଳାଳିଙ୍କୁ କରାଯାଇଛି ବେଶୀ ସର୍ଚ୍ଚ
Comments are closed.