ନାଗପୁର: ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଲେକେ ଏକାଠି ମିଶି ରାସ୍ତାରେ ବ୍ୟାୟାମ କରୁଛନ୍ତି । ଆମେ ବ୍ୟାୟାମ ଦ୍ୱାରା ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛୁ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ।
Maharashtra: People in Nagpur gathered on the streets to exercise after all the gyms in the state are shut due to #Coronavirus. Hardeep Bhatia, a local says, “We are building our immunity system by exercising.” pic.twitter.com/ROvowxMP4J
— ANI (@ANI) March 19, 2020
କରୋନାଭାଇରସର ଭୟାବହତାକୁ ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ସ୍କୁଲ, କଲେଜ, ଜିମ୍, ଥିଏଟର, ମ୍ୟୁଜିୟମ, ସୁଇମିଂ ପୁଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଦେଇଛନ୍ତି । ଯାହାପରେ ଲୋକେ ବ୍ୟାୟାମ କରିବା ପାଇଁ ରାସ୍ତାକୁ ବାହାରିଛନ୍ତି ।
Comments are closed.