ନୂଆଦିଲ୍ଲୀ: ଚାରିଆରେ କରୋନାର କୋକୁଆ ଭୟ । ଏହି ଭୟରୁ ବାଦ୍ ପଡିନି ଆପ୍ ଆଧାରିତ କମ୍ପାନୀ ଓଲା ଓ ଉବେର । ସାରା ଦେଶରେ ପରିବହନ ସେବା ଯୋଗାଉଥିବା ଏହି ଦୁଇ କମ୍ପାନୀ ଏବେ ନିଜର ‘ସେୟାର ରାଇଡ୍’ ସେବା ବନ୍ଦ କରିଛନ୍ତି । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
‘ସେୟାର ରାଇଡ୍’ରେ ଗୋଟିଏ ଟ୍ୟାକ୍ସିରେ ଅନେକ ବ୍ୟକ୍ତି ଏକାଥରକେ କମ୍ ଟଙ୍କାରେ ଯାତ୍ରା କରି ପାରୁଥିଲେ । କିନ୍ତୁ ଏବେ ଏହି ସେବାକୁ ବନ୍ଦ କରାଯାଇଛି । ଏନେକ ଓଲା କମ୍ପାନୀ ସୂଚନା ଦେଇଛି । କରୋନା ଭାଇରସକୁ ରୋକିବା ପାଇଁ ସାମୟିକ ଦୂରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ କହିଛି ।
ତେବେ କମ୍ପାନୀର ମାଇକ୍ରୋ, ମିନି, ପ୍ରାଇମ୍, ରେଣ୍ଟାଲ ଓ ଆଉଟ୍ ଷ୍ଟେସନ ସେବା ଜାରି ରହିବ ବୋଲି କହିଛନ୍ତି। ସେହପରି ଭୂତାଣୁ ସଂକ୍ରମଣ ରୋକିବା ଲାଗି ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଉବେର କର୍ତ୍ତୃପକ୍ଷ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.