ନୂଆଦିଲ୍ଲୀ: ଚାରିଆରେ କରୋନାର କୋକୁଆ ଭୟ । ଏହି ଭୟରୁ ବାଦ୍ ପଡିନି ଆପ୍ ଆଧାରିତ କମ୍ପାନୀ ଓଲା ଓ ଉବେର । ସାରା ଦେଶରେ ପରିବହନ ସେବା ଯୋଗାଉଥିବା ଏହି ଦୁଇ କମ୍ପାନୀ ଏବେ ନିଜର ‘ସେୟାର ରାଇଡ୍’ ସେବା ବନ୍ଦ କରିଛନ୍ତି । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
‘ସେୟାର ରାଇଡ୍’ରେ ଗୋଟିଏ ଟ୍ୟାକ୍ସିରେ ଅନେକ ବ୍ୟକ୍ତି ଏକାଥରକେ କମ୍ ଟଙ୍କାରେ ଯାତ୍ରା କରି ପାରୁଥିଲେ । କିନ୍ତୁ ଏବେ ଏହି ସେବାକୁ ବନ୍ଦ କରାଯାଇଛି । ଏନେକ ଓଲା କମ୍ପାନୀ ସୂଚନା ଦେଇଛି । କରୋନା ଭାଇରସକୁ ରୋକିବା ପାଇଁ ସାମୟିକ ଦୂରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ କହିଛି ।
ତେବେ କମ୍ପାନୀର ମାଇକ୍ରୋ, ମିନି, ପ୍ରାଇମ୍, ରେଣ୍ଟାଲ ଓ ଆଉଟ୍ ଷ୍ଟେସନ ସେବା ଜାରି ରହିବ ବୋଲି କହିଛନ୍ତି। ସେହପରି ଭୂତାଣୁ ସଂକ୍ରମଣ ରୋକିବା ଲାଗି ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଉବେର କର୍ତ୍ତୃପକ୍ଷ।
BREAKING NEWS
- ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି: ଓଡ଼ିଶାର ଭିତ୍ତିଭୂମି ସୁଦୃଢ଼ ପାଇଁ ଅଧିକ ଅର୍ଥ ଆବଶ୍ୟକ
- ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବ ଜିନ୍ନତ
- ଗଞ୍ଜାମରେ ୨୩ ପରିବର୍ତ୍ତେ ଜାନୁଆରୀ ୩ରେ ଖୋଲିବ ଧାନ ମଣ୍ଡି
- ସାମ୍ବାଦିକଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ଆସିବ ସାମ୍ବାଦିକ ସୁରକ୍ଷା ଅଧିନିୟମ: ଧର୍ମେନ୍ଦ୍ର ପ୍ରଧାନ
- ରୁଟି ସହ ଖାଆନ୍ତୁ ରାଜସ୍ଥାନର ‘ରସୁଣ ଚଟଣୀ’
- ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ: ଯୁବପିଢିଙ୍କୁ ନିଯୁକ୍ତି ଦାତା ବନାଇବାକୁ ହେବ
- ମହିଳା କ୍ରିକେଟ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଐତିହାସିକ ବିଜୟ
- ମେଥି ପାଣି ବହୁତ ଗୁଣକାରୀ; ସକାଳୁ ଖାଲି ପେଟରେ କରନ୍ତୁ ସେବନ, ଦେଖିବେ ଚମତ୍କାର
- ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ: ୨୪ରୁ ପୁଣି ବର୍ଷା
- ମହାତ୍ମା ଗାନ୍ଧୀ ଭାରତର ନୁହେଁ ପାକିସ୍ତାନର ରାଷ୍ଟ୍ରପିତା: ଅଭିଜିତ୍ ଭଟ୍ଟାଚାର୍ଯ୍ୟ
Comments are closed.