ଭୁବନେଶ୍ୱର: ସାରା ରାଜ୍ୟରେ ବନ୍ଦ ରହିବ ଆହାର କେନ୍ଦ୍ର । କରୋନା ମୁକାବିଲା ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ଗୁଡିକ ଆସନ୍ତା ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରଗୁଡିକ ଖୋଲା ରହିବ । ଏନେଇ ମଙ୍ଗଳବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିସହ ମାର୍ଚ୍ଚ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସର୍ବସାଧାରଣ ପାର୍କକୁ ସମ୍ପୂର୍ଣ୍ଣ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି । ଏନେଇ ଅତିରିକ୍ତ ସଚିବ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।
BREAKING NEWS
- ୟୁନିଫର୍ମ ଯୋଗାଇବେ ସରକାର, କ୍ୟାବିନେଟରେ ୮୮୩ କୋଟି ଟଙ୍କାର ବ୍ୟୟବରାଦକୁ ମୋହର
- ସଚିବାଳୟ ହେବ ଆହୁରି ହାଇଟେକ୍, ଆସିବ ‘ଓସ୍ୱାସ ୨.୦’: କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର
- କୃଷି ଓ କୃଷକଙ୍କ ଉନ୍ନତି ଉପରେ ସରକାରଙ୍କ ଫୋକସ୍: ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିକୁ ମିଳିବ ପାଣି
- Odisha Cabinet: ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର
- ବିନା ଚେହେରା ଓ ସଂଳାପରେ ଆସିଲା ‘ହୈୱାନ୍’ର ଟିଜର୍: ଅନ୍ଧ ଭୂମିକାରେ ସୈଫ୍, ଖଳନାୟକ ସାଜିଛନ୍ତି ଅକ୍ଷୟ କୁମାର
- ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା: ଚାକିରିରୁ ବହିଷ୍କୃତ ହେଲେ ଗୁରୁଣ୍ଡିଆ ସି.ଏଚ୍.ସି’ର ପୂର୍ବତନ ମେଡିକାଲ ଅଫିସର
- ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍କୁ ଅନୁମୋଦନ
- ୟୁକ୍ରେନ ବ୍ୟାଙ୍କ ସହ ଆଇନଗତ ଲଢ଼େଇ: ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲରେ ରୁଷିଆ ପକ୍ଷରୁ ମଧ୍ୟସ୍ଥି ସାଜିବେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼
- ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସମ୍ମିଳନୀ: ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ପୂରଣ ପାଇଁ କୋଇଲା ଗ୍ୟାସିଫିକେସନ୍ ଉପରେ ଶିଳ୍ପପତିଙ୍କ ଗୁରୁତ୍ୱ
- ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ ଫାଇନାନ୍ସ ଆର୍ଥିକ ସାକ୍ଷରତା ଅଭିଯାନ ‘ଅର୍ଥସୂତ୍ର ସମ୍ବାଦ’

Comments are closed.