ଭୁବନେଶ୍ୱର: ବିଶୋଧନ ହେଲା ଲୋକସେବା ଭବନ । କ୍ଲୋରିନ ପାଣିରେ ପୁରା ଲୋକସେବା ଭବନକୁ ପରିଷ୍କାର କରାଗଲା । ଆସନ୍ତାକାଲି ଲୋକସେବା ଭବନରେ ଗୋଟିଏ ଦିନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ତେଣୁ ଏହା ପୂର୍ବରୁ ଲୋକସେବା ଭବନକୁ ସାନିଟାଇଜ କରାଯାଇଛି ।
ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀମାନେ ଆଜି ଲୋକସେବା ଭବନକୁ ପୁରା ସଫା କରିଛନ୍ତି । ଲୋକସେବା ଭବନର ସମସ୍ତ କାନ୍ଥ, ଗେଟ, ପ୍ରବେଶ ପଥ ଏବଂ ପୁରା ପରିସରକୁ କ୍ଲୋରିନ୍ ପାଣିରେ ସଫା କରାଯାଇଛି ।
ଓଡ଼ିଶାର ତୃତୀୟ କରୋନା ଆକ୍ରାନ୍ତ ବିଧାନସଭା ପରିସରରେ ଥିବା ଡିସପେନସରୀକୁ ଯିବା ପରେ ବିଧାନସଭାକୁ ବନ୍ଦ ଘୋଷଣା କରିଥିଲେ ବାଚସ୍ପତି । କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେବା ସହ ଲୋକସେବା ଭବନରେ ସ୍ୱତନ୍ତ୍ର ଅଧିବେଶନ କରିବାକୁ ନିଷ୍ପତି ନିଆଯାଇଥିଲା ।
BREAKING NEWS
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…

Comments are closed.