ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏଥିପାଇଁ ପୁରା ରାଜଧାନୀକୁ ବିଶୋଧନ କରିବା କାମ ଆରମ୍ଭ ହୋଇଛି । ଏହି ପର୍ଯ୍ୟୟରେ ଆଜି ଭୁବନେଶ୍ୱରର ୧୦ଟି ହାଟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଉଛି ।
ୟୁନିଟ ୧ ଡେଲି ମାର୍କେଟ, ୟୁନିଟ ୪ ମାଛ ମାର୍କେଟ, ସହିଦ ନଗର ହାଟ, ରୁଚିକା ମାର୍କେଟ, ଆଇଡି ମାର୍କେଟ, ଡମଣା ହାଟ, ୟୁନିଟ ୩ ମାର୍କେଟ, ଗଣ୍ଡମୁଣ୍ଡା ଡେଲି ମାର୍କେଟ, ବିଜେବି ନଗର ଡେଲି ମାର୍କେଟ, ମା କୋଚିଳେଇ ହାଟକୁ ସାନିଟାଇଜ କରାଯିବ । ବିଏମ୍ସି ଓ ଅଗ୍ନିଶମ ବିଭାଗର ଏକ ଟିମ୍ ସବୁ ହାଟରେ କ୍ଲୋରିନ୍ ଓ ରାସାୟନିକ ପାଣି ସିଂଚନ କରି ବିଶୋଧନ କରୁଛନ୍ତି । ହାଟମାନଙ୍କରେ ଅଧିକା ଲୋକଙ୍କ ସମାଗମ ହେଉଥିବାରୁ ହାଟ ସାନିଟାଇଜେଶନ କରିବାକୁ ବିଏମ୍ସ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
BREAKING NEWS
- Circuit House gun case:ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ;ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ
- ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ ଦେଲା ବିଜେପି
- SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ ନିୟମ
- କିମ୍ସ ଡାକ୍ତରଙ୍କ ସଫଳତା: ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍
- ଆୟ ବହିର୍ଭୂତ ସମ୍ପତ୍ତି ନେଇ ତହସିଲଦାର ଘରେ ଭିଜିଲାନ୍ସ, ନଗଦ ୫ ଲକ୍ଷ ଟଙ୍କା ଜବତ
- Flood Affected:ଆସନ୍ତାକାଲି ଏହି ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା;୨୬୫ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ…
- ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା
- Sundargarh Accident:ବିଜୁ ଏକ୍ସପ୍ରେସ ୱେରେ ଛାତିଥରା ଦୁର୍ଘଟଣା;ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ
- Brown Sugar Seized:୪.୯୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
- ‘ବନ୍ଦେ ମାତରମ୍’ର ଦୁଇଟି ଅନ୍ତରା ଗାଇବା ନେଇ CWC ନିଷ୍ପତ୍ତି ପରେ ବର୍ଷିଲେ ଅମିତ୍ ଶାହ, କହିଲେ- ବିଭାଜନ ତ୍ରୁଟି ଦୋହରାଉଛି କଂଗ୍ରେସ

Comments are closed.