ନୂଆଦିଲ୍ଲୀ: ଅନ୍ଲାଇନ୍ରେ ମଦ ବିକ୍ରି ଓ ହୋମ୍ ଡେଲିଭରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ମଦ କମ୍ପାନୀ । ଲକ୍ଡାଉନ୍ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ ରହିଛି । ତେଣୁ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି ମଦ ବ୍ୟବସାୟୀ । ଯେଉଁ ସ୍ଥାନରେ କରୋନା ବ୍ୟାପି ନାହିଁ ସେହି ସ୍ଥାନରେ ଅନ୍ଲାଇନ୍ରେ ମଦ ବିକ୍ରି ଓ ହୋମ୍ ଡେଲିଭରୀ କରିବାକୁ ଅନୁମତି ଦିଆଯାଉ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଇଣ୍ଟରନ୍ୟାସନାଲ ସ୍ପିରିଟ ଏବଂ ୱାଇନ ଆସୋସିଏସ୍ ଅଫ୍ ଇଣ୍ଡିଆ ଏବଂ ଆଲ୍କୋହଲିକ ବେଭରଜ କମ୍ପାନୀ ପ୍ରସ୍ତାବ ଦେଇଛନ୍ତି ।
ଏଥିସହ ପ୍ରତି ମଦ ଦୋକନାକୁ ୩ରୁ ୪ଟି ପାସ୍ ଦେବାକୁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି । ମଦର ହୋମ ଡେଲିଭରୀ ବେଳେ ଗ୍ରାହକଙ୍କ ପରିଚୟ ପତ୍ର ଦେଖାଇବାକୁ ଅନିର୍ବାର୍ୟ୍ୟ କରାଯାଉ। ଏଥିସହ ମଦ ଡେଲିଭରୀ ବେଳେ ଆବଶ୍ୟକ ନିୟମ ମାନିବାକୁ ରାଜି ବୋଲି ଓଝଡଇଓ ଏବଂ ଉଓଇଈଉ କହିଛି ।
ଫୁଡ୍ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରଟି ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ ଖାଦ୍ୟ ଏବଂ ଆଲକହଲ ଜରୁରୀ ସାମଗ୍ରୀ। ତେଣୁ ଲକଡାଉନ ସମୟରେ ଏହାକୁ ଜରୁରୀ ସାମଗ୍ରୀରେ ସାମିଲ୍ କରାଯାଉ ବୋଲି ଓଝଡଇଓର ଅଧ୍ୟକ୍ଷ ଅମୃତ କିରଣ ସିଂହ କହିଛନ୍ତି।
BREAKING NEWS
- Pitabas Panda Murder Case:ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା, ୨୮ରେ ପୁଣି…
- କପିଲ ଦେବଙ୍କ Gen Z ପ୍ରଦର୍ଶନକାରୀଙ୍କ ପାଇଁ ପରାମର୍ଶ: ‘ସେମାନେ ଶିଖିବା ଏବଂ ଶୁଣିବା ଦରକାର, ସେମାନେ ସର୍ବଦା ଠିକ୍ ନୁହଁନ୍ତି’
- Simlipal National Park:ଏହିଦିନ ଖୋଲିବ ଶିମିଳିପାଳ;ଦୈନିକ ୬୦ଗାଡ଼ିକୁ ଅନୁମତି
- Owaisi slams Elon Musk: ‘ଗୋରା ଆସି ଭାରତକୁ ନିର୍ଦ୍ଦେଶ ଦେଇପାରିବନି…’, ମସ୍କଙ୍କୁ ଓୱେସୀଙ୍କ ଟାର୍ଗେଟ୍, ମୋଦୀଙ୍କୁ କହିଲେ ‘ବାଏ ବାଏ’ କୁହନ୍ତୁ…
- OCI Card: ଦେଶରୁ ବିଦେଶୀ ନାଗରିକଙ୍କୁ ଜୋରଜବରଦସ୍ତି ବାହାର କରାଯାଇପାରିବ କି? ପ୍ରତିବାଦରେ କ’ଣ ହୋଇପାରିବେନି ସାମିଲ୍? କ’ଣ କହୁଛି ନିୟମ…
- Durga Puja Toranas: ମାଆ ଆସୁଛନ୍ତି…ଦେଶୀ ବିଦେଶୀ କଳାକୃତିରେ ଝଲସୁଛି ତୋରଣ, ଭୁବନେଶ୍ୱରରେ ଜମିଲାଣି ଦୁର୍ଗାପୂଜାର ମାହୋଲ!
- ବଡ଼ ଷଡ଼ଯନ୍ତ୍ର! POKରେ ୫୦୦ ଆତଙ୍କବାଦୀ ଥିବା ଦାବି, ଶୀତ ପୂର୍ବରୁ ଅନୁପ୍ରବେଶ ଆଶଙ୍କା
- Mother of All Bombs: ଇରାନକୁ ଡରାଇବାକୁ ଟ୍ରମ୍ପଙ୍କ ମହାବିନାଶୀ ବୋମା ପ୍ଲାନ୍! ଗୋଟିଏ ବୋମାରେ ଥରିବ ତେହେରାନ?
- ୨୪ ବର୍ଷର ଶାସନଠାରୁ ବିରୋଧୀ ଦଳ ନେତା: ୮୦ ବର୍ଷ ବୟସରେ ବି ଅପରାଜେୟ ନବୀନଙ୍କ ଲୋକପ୍ରିୟତା
- PM Modi Canada visit: ଟ୍ରମ୍ପଙ୍କ ଟାରିଫ୍ ଝଟକା ଭିତରେ ଭାରତ ମୁହାଁ କାନାଡା! ଡିସେମ୍ବରରେ ମୋଦୀଙ୍କ ଗସ୍ତ, ୭୦ ବିଲିୟନ ଡଲାର ବାଣିଜ୍ୟ ଉପରେ ନଜର…

Comments are closed.