Latest Odisha News

BREAKING NEWS

ଅଘଟଣ ଘଟାଇବା ନେଇ ନକ୍ସଲଙ୍କର ଯୋଜନା ପଣ୍ଡ

ଦାନ୍ତେୱାଡା: ଲକ୍‌ଡାଉନ ସମୟରେ ନକ୍ସଲମାନେ କିଛି ଗୋଟେ ବଡ ଅଘଟଣ ଘଟାଇବା ନେଇ ଯୋଜନା କରୁଥିବା ବେଳେ ଏହାର ପର୍ଦ୍ଦାପାଶ ହୋଇଛି ।

ଦାନ୍ତେୱାଡା-କଟେକଲ୍ୟାଣ ମାର୍ଗର ଗାଟମ ନିକଟବର୍ତ୍ତୀ ନକ୍ସଲମାନେ ଏକ ସୁଡଙ୍ଗ ଖୋଳିଥିବା ନେଇ ସୂଚନା ମିଳିଥିଲା ।

ଡିଆରଜି ଯବାନମାନେ ଘଟଣା ସ୍ଥଳରେ ପହଞ୍ଚି ସୁଡଙ୍ଗକୁ ଠାବ କରିଥିଲେ । ନକ୍ସଲମାନେ ବାରୁଦ ବିଛାଇବା ପାଇଁ ଏହି ସୁଡଙ୍ଗ ଖୋଳିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.