ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ପଡିଥିବା ତାଲାବନ୍ଦ ମେ’ ୩ ପରେ ଖୋଲିବ । ହେଲେ ଲକଡାଉନ ହଟିବା ପରେ ବି ବିମାନ ଓ ଟ୍ରେନ ଚଳାଚଳ ହୋଇ ନପାରେ । ଏନେଇ ସମ୍ଭାବନା କମ୍ ରହିଛି । ଆଜି ମନ୍ତ୍ରୀ ସମୂହ ବୈଠକରେ ବିମାନ ଓ ଟ୍ରେନ୍ ଚଳାଚଳ ଆରମ୍ଭ ନକରିବା ପାଇଁ ନିଷ୍ପତ୍ତି ହୋଇଛି । ଏହାପରେ ପିଏମ୍ଓକୁ ଏନେଇ ଚିଠି ଲେଖି ପ୍ରସ୍ତାବ ଦିଆଯାଇଛି ।
ଲକଡାଉନ୍ ହଟିବା ପରେ ଯଦି ବିମାନ କିମ୍ବା ଟ୍ରେନ୍ ଚାଲେ ତେବେ ଯାତ୍ରୀ ଯାତ୍ରା ସମୟରେ ସାମାଜିତ ଦୂରତା ବଜାର ରଖିବା ସମ୍ଭବ ନୁହେଁ । ତେଣୁ ଏପରି ସ୍ଥିତିରେ କରୋନା ସଂକ୍ରମଣ ଭଳି ବିପଦକୁ ଏଡାଇ ଦେଇହେବ ନାହିଁ । ତେଣୁ ମେ ୩ ପରେ ବି ଘରୋଇ ବିମାନ ଓ ଟ୍ରେନରେ ଟିକଟ ବୁକ ନକରିବାପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମନ୍ତ୍ରୀମାନଙ୍କ ସମୂହ ପ୍ରସ୍ତାବ ଦେଇଛନ୍ତି ।
BREAKING NEWS
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି
- ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ
- Odisha Textbook Scam: ୧୭୫ କୋଟିର ବହି, ୧୭୪୧ ତ୍ରୁଟି; ପାଠ୍ୟପୁସ୍ତକ ବିବାଦରେ PMO ହସ୍ତକ୍ଷେପ, ମୋହନ ସରକାରଙ୍କୁ ଜବାବ ତଲବ
- ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍, ୫.୧୫ ଲକ୍ଷ ଜବତ କଲା ଭିଜିଲାନ୍ସ
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…

Comments are closed.