ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଏପ୍ରିଲ ୨୦ ତାରିଖରୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅôଡ଼କାରୀ । ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତାକାଲି ଠାରୁ ସମସ୍ତ ‘ଏ’ ଗ୍ରେଡ୍ ଅଧିକାରୀ ଅଫିସ ଆସିବେ । ସେହିପରି ‘ବି’, ‘ସି’ ଓ ‘ଡି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍ ଆସିବେ।
କେବଳ ୯ଟି ଜିଲାରେ ଗ୍ରୁପ୍ ‘ବି’, ‘ସି’, ‘ଡି’ରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାର୍ୟ୍ୟ କରିବେ। ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢ଼େଙ୍କାନାଳ, ଏବଂ ଯାଜପୁର। ଏନେଇ ରାଜସ୍ବ ଓ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି। ବିଭାଗର ସମସ୍ତ କର୍ମଚାରୀ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। ଅନ୍ୟପଟେ କାଲିଠାରୁ ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍ରେଜିଷ୍ଟାର ଅଫିସ ଚାଲୁ ରହିବ । ସେହିପରି ନିର୍ମାଣ କାର୍ଯ୍ୟାଳୟ ପାଇଁ ବାଲି ଘାଟ, କ୍ରସର ୟୁନିଟ୍ ଓ ପଥର ଖଣିରେ ବି କାମ ଚାଲିବ ।
BREAKING NEWS
- ଓଡ଼ିଶାକୁ ଏବେ ମିଳିବେନି ନୂଆ ଡିଜିପି! ୟୁପିଏସସି ପ୍ୟାନେଲ୍ ପ୍ରସ୍ତୁତି ଉପରେ କଟକଣା ଜାରି ରଖିଲେ ସୁପ୍ରିମକୋର୍ଟ
- Odisha CM to Visit UAE:ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଦିନିଆ UAE ଗସ୍ତ;ପୁଞ୍ଜି ଆକର୍ଷଣ ପାଇଁ ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା
- ଜମି ବିବାଦ ନେଲା ଭୟଙ୍କର ରୂପ: ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ସପରିବାର ଆତ୍ମହତ୍ୟା ଉଦ୍ୟମ
- IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ହେଲେ ଡା. ବୃନ୍ଦା ଡି.
- DAC clears military capability boost:DAC ଦ୍ୱାରା ୧.୧ ଲକ୍ଷ କୋଟି ଟଙ୍କାର ସାମରିକ କ୍ଷମତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ; ୯୮% ସାମଗ୍ରୀ ଭାରତୀୟ ଶିଳ୍ପରୁ…
- ଜେଲରୁ କଏଦୀ ଫେରାର;ସଫେଇ କାମ ବେଳେ ଚମ୍ପଟ ମାରିଲେ…
- ଓଡ଼ିଶା ଟି୨୦ ଲିଗ୍ ୨୦୨୬ ସିଏମ ଟ୍ରଫି: ଚୂଡ଼ାନ୍ତ ଦଳ ଘୋଷଣା, ରାଇନା ଓ ଦେବାଶିଷ ବ୍ରାଣ୍ଡ୍ ଆମ୍ବାସାଡର
- କ୍ରିକେଟ: ଗୋଟିଏ ଦିନରେ ଦୁଇଟି ଅଲଗା ସ୍ଥାନରେ ମ୍ୟାଚ୍ ଖେଳିପାରେ ଟିମ ଇଣ୍ଡିଆ
- ସ୍କୁଲରେ ୨୦୦ ପିଲାଙ୍କୁ ଜଣେ ଶିକ୍ଷକ;ଆବଶ୍ୟକୀୟ ନିଯୁକ୍ତି ଦାବିରେ ଅଭିଭାବକଙ୍କ ଧାରଣା
- ୨୦୨୭ ସାଉଥ୍ ଏସିଆନ ଗେମ୍ସରେ ଭାଗ ନେବେ ଭାରତୀୟ ଆଥଲେଟ୍

Comments are closed.