ଭୁବନେଶ୍ୱର: ରାଜ୍ୟରେ ଆଉ ୫ଟି ସ୍ଥାନରେ ଆଜି କୋଭିଡ ହସ୍ପିଟାଲ ଖୋଲିଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନଗୁଳ, ବରଗଡ଼, ଜଗତସିଂହପୁର, ନବରଙ୍ଗପୁର ଓ ସୁନ୍ଦରଗଡ଼ ଆଦି ୫ଟି ଜିଲ୍ଲାର କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଉପସ୍ଥିତ ଥିଲେ।
ଏନଟିପିସି ସହୟତାରେ ସୁନ୍ଦରଗଡ ଓ ନବରଙ୍ଗପୁରର କୋଭିଡ ହସପିଟାଲ ୨ ଶହ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ନାଲକୋ ଏଥିପାଇଁ ପାଣ୍ଠି ଯୋଗାଇଦେଇଛି । ସେହିଭଳି ତାଳଚେର ୧୫୦ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ଏମସିଏଲ ପାଣ୍ଠି ଯେଗାଇଦେଇଛି । ସୁନ୍ଦରଗଡ କୋଭିଡ ହସପିଟାଲରେ ବି ୨ ଶହ ବେଡ ରହିଛି ।
BREAKING NEWS
- ବନ୍ୟା ପ୍ରଭାବିତ ଏହି ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା
- ଅପମିଶ୍ରିତ ପନିରକୁ ନେଇ ପୁଣି ବଡ଼ ରେଡ, ଟ୍ୱିନ ସିଟି ପରେ ଏବେ ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ
- ଆସୁଛି ଆଉ ଏକ ଲଘୁଚାପ: ପୁଣି ଝଡ଼ବର୍ଷା ଚେତାବନୀ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
- Circuit House gun case:ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ;ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ
- ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ ଦେଲା ବିଜେପି
- SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ ନିୟମ
- କିମ୍ସ ଡାକ୍ତରଙ୍କ ସଫଳତା: ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍
- ଆୟ ବହିର୍ଭୂତ ସମ୍ପତ୍ତି ନେଇ ତହସିଲଦାର ଘରେ ଭିଜିଲାନ୍ସ, ନଗଦ ୫ ଲକ୍ଷ ଟଙ୍କା ଜବତ
- Flood Affected:ଆସନ୍ତାକାଲି ଏହି ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା;୨୬୫ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ…
- ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା

Comments are closed.