ଟୋକିଓ: କରୋନା ଭାଇରସକୁ ରୋକିବା ପାଇଁ ସମସ୍ତ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ବୁଧବାର ଜାପାନ ସରକାର ଏକ ନୈରାଶ୍ୟଜନକ ପଦକ୍ଷେପ ନେଇଛି । ଯାହା କି ସୌନ୍ଦର୍ଯ୍ୟ, ପ୍ରକୃତି ଓ ଫୁଲପ୍ରେମୀକୁ କଷ୍ଟ ଦେଇଛି । ଜାପାନାର ଟୁଲିପ ଫୁଲ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଥାଏ । ସାକୁରାରେ ଏକ ମନଲୋଭା ଟୁଲିପ ଉଦ୍ୟାନ ରହିଛି । ପ୍ରତି ବର୍ଷ ଏଠାରେ ବହୁତ ପ୍ରକୃତିପ୍ରେମୀ ଆସିଥାନ୍ତି । ତେବେ ଏଥର ମଧ୍ୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଫୁଲ ଏଠାରେ ଫୁଟିଥିଲା । କାଳେ ଏହି ଲୋଭନୀୟ ଦୃଶ୍ୟ ଦେଖିବାକୁ ଲୋକମାନେ ଆସିବେ ଜାପାନ ସରକାର ପକ୍ଷରୁ ଏହି ଫୁଲକୁ କାଟି ଦିଆଯାଇଥିଲା ।
BREAKING NEWS
- ସୃଷ୍ଟି ହେଲା ଲଘୁଚାପ, ଆସୁଛି ବାତ୍ୟା!
- ଶୀତ ଦିନେ ନିଅନ୍ତୁ ଏପରି ପିଲାଙ୍କ ଯତ୍ନ…
- କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ: ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ
- ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ରାଜନୀତି: ପ୍ରେସମିଟ କରି ଗର୍ଜିଲା ବିଜେଡି
- ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ
- ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍
- ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
- ବ୍ରେକଅପ ପରେ ୟୁପିଆଇରେ ଗାର୍ଲଫ୍ରେଣ୍ଡଙ୍କୁ ହଇରାଣ କରୁଥିଲେ, ୟୁଜର୍ସ କହିଲେ ବ୍ଲକ୍ କରନି…
- ପିଡିଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ ନଗର ଉନ୍ନୟନ ମନ୍ତ୍ରୀ
Comments are closed.