Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ; ଜାଣନ୍ତୁ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ଆରୋଗ୍ୟ…

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ପୁଣି ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ବର ସହରର ବାସିନ୍ଦା ବୋଲି ଜଣାପଡିଛି। ଏହାକୁ ମିଶାଇ କେବଳ ଭୁବନେଶ୍ୱରରେ ମୋଟ ୩୨ ଜଣ ସୁସ୍ଥ ହୋଇଥିବାବେଳେ ପ୍ରାୟ ୧୩ଟି ସକ୍ରିୟ ମାମଲା ରହିଛି।

ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି…

ଜିଲ୍ଲା        –       ପଜିଟିଭ –   ସୁସ୍ଥ – ସକ୍ରିୟମାମଲା- ମୃତ

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି । ସେଥିମଧ୍ୟରୁ ୧୪୨ଟି ସକ୍ରିୟ ମାମଲା ରହିଥିବା ବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ୨ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.