Latest Odisha News

BREAKING NEWS

ବଜ୍ରାଘାତରେ ୨ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଗୁରୁବାର ସକାଳେ ବର୍ଷା ସହ ବଜ୍ରପାତ ହୋଇଥିବା ବେଳେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ଭୋଗରାଇ ବ୍ଲକର ବଡପାହି ଗାଁର ଜଣେ ମହିଳା ଏବଂ ବାଲିଆପାଳ ବ୍ଲକ ଅନ୍ତର୍ଗତ କେଲୁଆଡିଆ ଗ୍ରାମରେ ପଶ୍ଚିମବଙ୍ଗର ଜଣେ ଶ୍ରମିକ ଅଛନ୍ତି।

ଅଧିକ ପଢନ୍ତୁ: ବଜ୍ରପାତ ସହ ବର୍ଷା ଆଶଙ୍କା; ୬ ଜିଲ୍ଲାକୁ ସତର୍କ ସୂଚନା

Comments are closed.