Latest Odisha News

BREAKING NEWS

ଗଞ୍ଜାମରେ ‘ଓଏସ୍‌ଏସ୍‌ଏଫ୍‌’ର ଯବାନଙ୍କୁ କରୋନା

ଗଞ୍ଜାମ: ଓଏସ୍ଏସ୍ଏଫ୍ ଯବାନଙ୍କୁ କରୋନା । ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଓ ହୁମା ଅଂଚଳରେ ଥବବା ସଂଗରୋଧ କେନ୍ଦ୍ରର ପେଟ୍ରୋଲିଂ ଦାୟିତ୍ୱରେ ଥିବା ଓଏସ୍ଏସ୍ଏଫ୍ର ଜଣେ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଏହାପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିନୟରିଂ କଲେଜରେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏନେଇ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି।

Comments are closed.